Yearly Archives

2023

ଶିବରାତ୍ରି ପାଳନ ପାଇଁ ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି : ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ମହାଶିବରାତ୍ରି ଉତ୍ସବ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ ହେବ ସେ ନେଇ ମାଲ୍ୟବନ୍ତ ପର୍ବତ ଶିଖରରେ ଥିବା ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ବିଶାଳ ସିଂ । ଓଡ଼ିଶାର ଦ୍ଵତୀୟ କପିଳାସ ମନ୍ଦିର ଭାବେ
Read More...

ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଖୋଲାଯାଇଛି ମୋଟ ୪୦ଟି ମଣ୍ଡି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ଲାଗି ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ମୋଟ ୪୦ଟି ମଣ୍ଡି ଖୋଲାଯାଇଛି । ଚାଷୀମାନେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟରେ ସୁବିଧାରେ ମାଣ୍ଡିଆ ବିକ୍ରି କରି ଲାଭବାନ
Read More...

ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ ହୋଇଯାଇଛି । ଏହି ମେସିନ ହୃଦରୋଗୀଙ୍କ ପାଇଁ ଉପାଦେୟ ହେବ । ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ପାଇବେ ରୋଗୀ । ସରକାରୀ ଡାକ୍ତରଖାନାରେ ଏହି ସେବା ରାଜ୍ୟରେ
Read More...

ଇଟା ବୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ, ୩ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ବେଆଇନ ପୋଡା ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ପିତାଗାଡ଼ିଆ ଗ୍ରାମର ରବି ପ୍ରଧାନ ବୋଲି ଜଣାପଡିଛି । ସୂଚନା
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତି ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ସରବାହାଲ ଠାରେ ଗତକାଲି ଅନୁଷ୍ଠିତ ହୋଇଥିବା ସ୍ମୃତି ସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ସହ ନବ ଦାସଙ୍କ ପତ୍ନୀ,
Read More...

ଯାଜପୁର ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ମହିଳା କୃଷି ଉଦ୍ୟୋଗୀଙ୍କୁ ଯନ୍ତ୍ରପାତି କ୍ରୟରେ ୭୫% ପର୍ଯ୍ୟନ୍ତ ରିହାତି ମିଳିବ । ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର
Read More...

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ତଥା ଲାଇଭ୍ କମନ୍ ଫିଡ୍ ପ୍ରଦାନ ନିମନ୍ତେ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ତଥା ଲାଇଭ୍ କମନ୍ ଫିଡ୍ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୦ ତାରିଖ ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମ, ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ୧୧
Read More...

ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ଶିଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ରାସ୍ତା ସିନ୍‌ଖମନ ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ଶିଶୁ । ସଂପୂର୍ଣ୍ଣ ଛାରଖାର ହୋଇଗଲା ଗୋଟିଏ ପରିବାର । ଦୁର୍ଘଟଣାସ୍ଥଳରେ ହିିଁ
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ୨ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଖୋଲମ୍‌ଖୋଲା ଗୁଣ୍ଡାରାଜ ବଢ଼ି ଚାଲିଥିବା ବେଳେ କ୍ରାଇମ୍‌ ଥମିବାର ନାଁ ନେଉନାହିଁ । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ଯୁକ୍ତତିନି ପ୍ରଥମ
Read More...

ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମୁଖ୍ୟ)ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ଓଡିଶା ଆଦର୍ଶ
Read More...