Yearly Archives

2023

ହରିଶଙ୍କର ରେଞ୍ଜର କର୍ମଚାରୀଙ୍କ ଦ୍ୱାରା ନାଗସାପ ଉଦ୍ଧାର

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ରେଞ୍ଜର କର୍ମଚାରୀମାନେ ଖପ୍ରାଖୋଲର ଓଏଭିଏସ୍‌ ନିକଟରେ ଏକ ଭାରତୀୟ ନାଗସାପକୁ ଉଦ୍ଧାର କରିଥିଲେ । ଏହି ସାପକୁ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ସ୍କ୍ୱାଡ଼ ନୃପରାଜ ଠାକୁର, ଚାଉଲବାଞ୍ଜୀ ଭିଏସଏସର ଗ୍ରାମବାସୀଙ୍କ ସହ ଉଦ୍ଧାର କରିଥିବା ବେଳେ ଉଦ୍ଧାର ହୋଇଥିବା
Read More...

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

ଏପ୍ରିଲ ୦୧ରୁ ୦୭ ପର୍ଯ୍ୟନ୍ତ ପାଳନ ହେବ ଶୂନ ଦୁର୍ଘଟଣାଜନିତ ମୃତାହତ ସପ୍ତାହଏନ୍ଫୋର୍ସମେଣ୍ଟକୁ ଅଧିକ ଜୋର୍‌ଦାର୍‌ ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ
Read More...

କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସ୍ୱଦେଶୀ ଖଦୀ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସ୍ୱଦେଶୀ ଖଦୀ ମହୋତ୍ସବ । ଏହାକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନର ମୂଳ ଥିଲା ଖଦୀ । ଲୋକଙ୍କ ଭିତରେ ସ୍ୱଦେଶୀ ବସ୍ତ୍ରକୁ ଅଧିକ
Read More...

ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ସାଧାରଣ ସଭା ବଲାଙ୍ଗିର ସର୍କଲସ୍ତରୀୟ, ବଲାଙ୍ଗିର ସ୍ଥିତ ଯାଦବ ଭବନଠାରେ ଛବିଳ ସିଂ ଚିନ୍ଦା ଟିଟିଲାଗଡ ଡିଭିଜନ ସଭାପତି ଏବଂ ରବିନ୍ଦ୍ର ଦୁଆରି ବଲାଙ୍ଗିର ଡିଭିଜନ ସଭାପତିଙ୍କ ମିଳିତ ଆୟୋଜନ କ୍ରମେ
Read More...

ଜୁନିୟର ରେଡକ୍ରସ ପରାମର୍ଶଦାତା ଶିବିରର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମର ସମାପନ
Read More...

ବିଧାନସଭା ଆଗରୁ ବୁଦ୍ଧିଜୀବୀଙ୍କ ମତ ଲୋଡିଲେ ନରସିଂହ : ବଲାଙ୍ଗିରର ସମସ୍ୟା ଓ ଦାବୀ ଉପରେ କଲେ ଆଲୋଚନା

ବଲାଙ୍ଗିରର ଶିକ୍ଷା, ଜଳସେଚନ ଓ ସ୍ୱାସ୍ଥ୍ୟା ସମସ୍ୟା ଉପରେ ହେବ ଜୋର୍‌ଦାର୍‌ ଲଢେଇ : ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିରାଚରିତ ଢଙ୍ଗରେ ପ୍ରତ୍ୟେକ ବିଧାନସଭା ଅଧିବେଶନ ଆଗରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ,
Read More...

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ

ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ନିଶ୍ଚିତ କରାଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତର ଭୁତିଆରବାହାଲ, କୁଡାସିଂହା ପଞ୍ଚାୟତର କୁଡାସିଂହା ଗ୍ରାମ ଏବଂ ସିନଖମନ ପଞ୍ଚାୟତର
Read More...

ଦରମା ତାରତମ୍ୟ ନେଇ ଅସନ୍ତୋଷ : ୬୬୨ ବର୍ଗ କଲେଜ ସଂଘର ଆନ୍ଦୋଳନ ଡାକରା, ୧୩ରୁ ଭୁବନେଶ୍ୱରରେ ଅହୋରାତ୍ର ଧାରଣା

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀଙ୍କ ଗ୍ରାଣ୍ଟଇନ୍‌ ଏଡ୍‌ ବୃଦ୍ଧି କରିଥିବା ବେଳେ ଏଥିରେ ଥିବା ଦରମା ତାରତମ୍ୟକୁ ନେଇ ୬୬୨ ବର୍ଗ କଲେଜ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହାର
Read More...

ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବେଲପଡା ଏବିଇଓ
Read More...

ସିନଖମନଠାରେ ସଡ଼କ ଦୁର୍ଘଟଣା : ବସ ଧକ୍କାରେ ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠସ୍ଥ ସିନଖମନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗଣପତି ନାମକ ଏକ ଘରୋଇ ବସ ଧକ୍କାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ବିବାହ ଉତ୍ସବରେ ଯୋଗଦେବା ପାଇଁ ଟିଟିଲାଗଡ଼ରୁ ଖୁଜେନପାଲି ଆସୁଥିଲେ । ଆହତଙ୍କ ମଧ୍ୟରେ
Read More...