Yearly Archives

2023

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୁଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଥିବା ଜଣାପଡିଛି । ସୂଚନାନୁଯାୟୀ, କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ
Read More...

ଆରୁହାବୃତ୍ତି ନଂ୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ୧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଆରୁହାବୃତ୍ତି ନଂ୧ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ବିଦ୍ୟାଳୟକୁ ଦାନ କରିଥିବା ସ୍ୱର୍ଗତଃ ବେଦବ୍ୟାସ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ
Read More...

ଏସ୍‌ଆଇ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କମିସନରେଟ ପୁଲିସ ପକ୍ଷରୁ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ୍‌ ୮୮ ଜଣଙ୍କୁ ବଦଳି କରାଯାଇଛି । ଯେଉଁଥିରେ ୬୨ଜଣ ନବନିଯୁକ୍ତ
Read More...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗସ୍ତ, ୧ ମୃତ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଟାଇଞ୍ଜନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଲା ବାଇକ୍ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଞ୍ଚାୟତ ଆନନ୍ଦପୁର ଗ୍ରାମର ଆର୍ତ୍ତତ୍ରାଣ
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଭାତପଡା ଛକ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବାଇକ୍ ଆରୋହୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ତେନ୍ତୁଲିଢିହ ପଞ୍ଚାୟତ କମଳପୁର ଗାଁର ବିଶ୍ୱଜିତ ନାଥ । ଖବର
Read More...

ଗ୍ୟାସ ଟ୍ୟାଙ୍କର୍‌ ଓ ଟ୍ରେଲର ମଧ୍ୟରେ ଧକ୍କା : ୩ ଜୀବନ୍ତ ଦଗ୍ଧ

ଆଜମେର : ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗିବା ହେତୁ ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ
Read More...

ଆଜି ବଜେଟ୍‌ ଆଲୋଚନା କରିବେ ନିର୍ମଳା ସୀତାରମଣ

ଭୁବନେଶ୍ୱର : ଭୁବନେଶ୍ୱରରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ
Read More...

ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ

ଶ୍ରୀନଗର : ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Read More...

ଜାତୀୟ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ।
Read More...

ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ‘ଶଲାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ର ପାଇଁ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ । ବଲାଙ୍ଗିର ସହରର ଚୈତନ୍ୟ ଏହି ଆୱାଡର଼୍ ପାଇବା ପରେ ବଲାଙ୍ଗିର କଳାକାର ଜଗତରେ ଖୁସିର ଲହରି ଖେଳିଯାଇଛି । ଚୈତନ୍ୟଙ୍କ
Read More...