Yearly Archives

2023

ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ସର୍ବାଙ୍ଗୀନ ବିକାଶ ଦାବୀ କଲେ ବିଧାୟକ ନରସିଂହ

ମହାରାଣୀ ସାଗର, ଲକ୍ଷ୍ମୀଜୋର, ଗନ୍ଧ୍ରେଲ, ସିଭିଲ କୋର୍ଟ ଓ ଜିଲ୍ଲାପାଳ କୋଠା କାମ ଶୀଘ୍ର ଆରମ୍ଭ କରିବା ନେଇ ପ୍ରସ୍ତାବ ଗୃହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପଞ୍ଚାୟତିରାଜ କୋଠାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ବଲାଙ୍ଗିର ବିଧାୟକ
Read More...

ସୁକୁଡା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସୁକୁଡା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାରା ବାରିକ, ଏବିଓ ଭଟିଲି ମୁଖ୍ୟ ବକ୍ତା ଭାବେ ରାଜକୁମାର ସାହୁ, ସମ୍ମାନିତ ଅତିଥି ଆନ୍ତର୍ଜାତୀୟ କ୍ରୀଡାବିତ ସନ୍ତୋଷ କୁମାର
Read More...

ନକଲି ଔଷଧର ଆନ୍ତଃ-ରାଜ୍ୟ ଲିଙ୍କ୍ ସୂଚନା

ବାରଣାସୀ ଯିବା ପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠିତସହଯୋଗ ନିମନ୍ତେ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଔଷଧ ପ୍ରବର୍ତ୍ତକ ସ୍କ୍ୱାର୍ଡ଼ (ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍) ଏହାର ଆନ୍ତଃ-ରାଜ୍ୟ
Read More...

ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ : ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ଓଡିଶାର ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ କଂଗ୍ରେସ ଓ ବିଜେଡ଼ି ମୁହାମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଜିଲ୍ଲା ସଂସ୍କୃତି ଭବନର ଉଦ୍‌ଘାଟନ ବେଳେ ହିତାଧିକାରୀଙ୍କୁ ଏଲ୍‌ଆର୍‌ସି ବଣ୍ଟନ କଥାକୁ ନେଇ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ
Read More...

ବଲାଙ୍ଗିରରେ ସ୍କୁଲ ଯାଇ ୨ ଜଣ ଛାତ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ବାସୁଦେବ ନାଗଙ୍କ ପୁଅ ୱାସିମ ସ୍କୁଲ ଯାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ବାସୁଦେବ ଆଜି ଟାଉନ ଥାନାରେ ଅଭିଯୋଗ କରି ପୁଅକୁ ଖୋଜିବାକୁ ଦାବୀ କରିଛନ୍ତି । ୱାସିମ ଓ ତାଙ୍କ ସାଙ୍ଗ ବିଟୁ ପିପି ଏକାଡେମୀକୁ ଆସୁଥିଲେ । ହେଲେ
Read More...

ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା…. ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା । ପ୍ରେମିକର୍‌ ସାଙ୍ଗେ ସୁନା ରୂପା ଧରି ଛୁ ମାରିଦେଲା କନିଆଁ ଟୁକେଲ୍‌ । ଶିଶୁପାଲ୍‌ ହେଇ ଫିରିଗଲା ବର୍‌ପିଲା । ଏନ୍‌ତା ଗୁଟେ ଘଟ୍‌ନା ଆଏଜ୍‌ ଦେଖ୍‌ବାର୍‌କେ ମିଲିଛେ ବଲାଙ୍ଗିର ସହରର୍‌ ବାହ୍ମନ୍‌ପଡ଼ା ନେ । ସୂଚନା
Read More...

ହିନ୍ଦୀ ବାଳକ କ୍ଲଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତିନଗରଠାରେ ହିନ୍ଦୀ ବାଳକ କ୍ଲଷ୍ଟର ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ତପ୍ତପାଣି ଘାଟିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟି ବେଲଗଡ଼ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରାୟଗଡ଼ା ଜେକେ ପେପରରୁ ଓଡ଼ି ୧୮ଜି୦୩୬୮ ନଂ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟୀରେ ଏହି ଦୁର୍ଘଟଣା ଘଟିଛି । ଏହି
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ : ୩ ଆହତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ମୁଖ୍ୟ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର୍‌ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ୩ ଗଡ଼ା ଓଲଟି ପଡ଼ିଥିଲା । ଏହାପରେ କାର୍‌ଟି ଏକ ପଣସ ଗଛରେ ଝୁଲି ରହିଥିଲା ।
Read More...