Yearly Archives

2023

ଲର୍କିପାଲି, ସିନ୍ଦୁରବାହାଲ ଓ ଝାଙ୍କରପାଲିରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ପ୍ରଥମେ ସିନ୍ଦୁରବାହାଲଠାରେ ୧୭.୫୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ଲର୍କିପାଲିଠାରେ ୨୪ ଲକ୍ଷ ଟଙ୍କା ଅଟକଳ ଏବଂ
Read More...

ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବୀ କଲା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଆଉଟସୋର୍ସିଂରେ କାର୍ଯ୍ୟରତ ପ୍ରାୟ ଅଢେ଼ଇ ଲକ୍ଷ କମଚାରୀଙ୍କୁ ମୋ-ସରକାର ଅଧୀନକୁ ନିଆଯାଇଥିବାରୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହାକୁ ସ୍ୱାଗତ କରାଯିବା ସହ
Read More...

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ ଏବଂ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ )ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ୱାର୍ଡ ସଭ୍ୟ ସଭ୍ୟଙ୍କ ଦକ୍ଷତା ବୃଦ୍ଧି
Read More...

ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ କୋଶଳ କଳାମଣ୍ଡଳ ପଡିଆ ପରିସରରେ ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ କରକମଳରେ ଅନୁଷ୍ଠିତ
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମିଶନ ଇଟାଭାଟି କ୍ଲିନ : କୁକୁଡାହାଡ ପରେ ସରଧାପୁରରେ ଦୁଇ ଇଟାଭାଟି ଉପରେ ଚଢାଉ, ୨…

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ସହରରେ ମିଶନ କ୍ଲିନ ଜରିଆରେ ଅପରାଧିମାନଙ୍କର ବେଆଇନ ଘର ଓ ଦୋକାନ ଭଙ୍ଗା ଚାଲିଥିବା ବେଳେ ସେପଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ଟିଟିଲାଗଡ ଉପଜିଲ୍ଲାପାଳ ତାଙ୍କ ଟିମ୍‌
Read More...

ଗାଇସିଲେଟ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନାରେ ଆଜି ଥାନାଧିକାରୀ ବୀରବର ଭଗତଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ସାଧାରଣ
Read More...

ବୀମା, ଋଣଛାଡ଼, ବିଦ୍ୟୁତ୍‌ ବିଲ ଛାଡ଼ ଓ ଜିଲ୍ଲା ଘୋଷଣା ତୁରନ୍ତ କର ନଚେତ ଦୁର୍ବାର ଆନ୍ଦୋଳନ ହେବ : ରାଜବୋଡାସମ୍ବର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀମା, ଋଣଛାଡ଼, ବିଦ୍ୟୁତ୍‌ ବିଲ ଛାଡ଼ ଓ ଜିଲ୍ଲା ଘୋଷଣା ତୁରନ୍ତ କର ନଚେତ ଦୁର୍ବାର ଆନ୍ଦୋଳନ ହେବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବୀମା, ଇନ୍‌ପୁଟ, ବିଦ୍ୟୁତ୍‌ ବିଲ ଛାଡ଼ ଆଦି
Read More...

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଦଣ୍ଡ ସଂସ୍କୃତି ବିଷୟକ ଆଲୋଚନାଚକ୍ର

ମ.ରାମପୁର, (ହେମନ୍ତ ସାହୁ) : ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହୋଇ ୨୦୨୨ ମସିହାରେ ଏକଶହ ବର୍ଷ ପୂର୍ତ୍ତି ଅବସରରେ ଶତବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ଏକ ଆଲେଚନାଚକ୍ର ପରିଷଦର ଉପଦେଷ୍ଟା ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ମ. ରାମପୁର ସବ୍ ଜେଲ୍‌ରୁ ଫେରାର୍ କଏଦୀ ନର୍ଲା ପୋଲିସ ଦ୍ୱାରା ଆଜି ଗିରଫ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସବ୍ ଜେଲ୍‌ରୁ ଗତ ୧୧ ତାରିଖ ଦିନ ସକାଳ ସମୟରେ ବିଚାରାଧୀନ କଏଦୀ ଭାବରେ ଥିବା ନର୍ଲା ବ୍ଲକ ଅଧିନ ରୁପ୍ରାରୋଡ୍ ଗ୍ରାମର ବିଶ୍ଵାମିତ୍ର ମାଝୀ କୌଶଳ କ୍ରମେ ଫେରାର୍‌ ହୋଇଥିଲେ । ଏକ ଘରୋଇ ମାମଲାରେ ସେ ବିଚାରାଧୀନ କଏଦୀ ଭାବରେ
Read More...

ଶ୍ରୀଧର ସ୍ମୃତି ଜ୍ଞାନବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ତରଫରୁ ମାସିକ ସାହିତ୍ୟ ଆସର ଜେଲରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ଆସରର ପ୍ରଥମ ପର୍ଯ୍ୟାୟରେ ଡଃ ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସଂପାଦକ ଡଃ ସୁବାସ ଚନ୍ଦ୍ର
Read More...