Yearly Archives

2023

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଛକ ଲେବଲ କ୍ରସିଂ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କାହ୍ନା ଗୌଡ଼ । ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାରରେ ରହୁଥିବା କାହ୍ନା ଗୌଡ଼ ବୁଧବାର ଠାରୁ ନିଖୋଜ
Read More...

ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୨ ଶିଶୁ ସମେତ ୫ ଯାତ୍ରୀ

ହରଭଙ୍ଗା : ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତିଲେ ୨ ଶିଶୁ ସମେତ ୫ ଜଣ ଯାତ୍ରୀ । ସୂଚନା ଅନୁଯାୟୀ, ଜାଗା ଦର୍ଶନ ପାଇଁ ଛତିଶଗଡରୁ ପୁରୀ ଯାଉଥିବା ସିଜି ୦୮-ୟୁ-୭୧୭୮ ନଂ ବିଶିଷ୍ଟ ଏକ ତୀର୍ଥଯାତ୍ରୀ କାର୍ ହରଭଙ୍ଗା ବ୍ଲକ ୫୭ନଂ
Read More...

କୋଇଲା ମନ୍ତ୍ରଣାଳୟ ପକ୍ଷରୁ “ପିଏମ ଗତିଶକ୍ତି : ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ” ଆୟୋଜିତ

ଭୁବନେଶ୍ୱର, (ପିଆଇବି) : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା
Read More...

ପଞ୍ଚାୟତରେ (ଏଲଏସଡିଜି) ଲୋକାଲାଇଜେସନ୍ ଉପରେ ତିନି ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରରେ ଉଦ୍‌ଘାଟିତ ହେବ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କପିଲ ମୋରେଶ୍ୱର ପାଟିଲଙ୍କ ଉପସ୍ଥିତିରେ କର୍ମଶାଳାର ଉଦ୍‌ଘାଟନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପଞ୍ଚାୟତରେ ଏସଡିଜିରେ ଲୋକାଲାଇଜେସନ୍ ଉପରେ ଓଡିଶା ରାଜ୍ୟ ରୋଡମ୍ୟାପ୍ ପ୍ରକାଶ ପାଇବ ଭୁବନେଶ୍ୱର, (ପିଆଇବି) : ପଞ୍ଚାୟତିରାଜ
Read More...

ଇଟାଭାଟିରେ ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ୱେଛାସେବୀ ସଂଗଠନ ଓ ପୁଲିସ ପ୍ରଶାସନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ, ଲରମ୍ଭା ଏବଂ ପାଟଣାଗଡ ଥାନା ଅଞ୍ଚଳରୁ ୫୮ ଜଣ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଇଟାଭାଟି ମାଲିକ ଦ୍ୱାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଥିସହିତ ଇଟାଭାଟି ମାଲିକ ଦ୍ୱାରା ଯୌନ ନିର୍ଯ୍ୟାତନାର ଶିକାର ହେବା
Read More...

ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ସଚିବଙ୍କ ସହ ବୈଠକ

ଟ୍ରମା କେନ୍ଦ୍ର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଯାନବାହାନ ଯାଞ୍ଚ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ
Read More...

ମାଲ୍‌ଗୋଦାମପଡାରେ ଏସ୍‌ପିିଙ୍କ ସିଧାସଳଖ ତାଗିଦ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ସ୍ୱପ୍ନ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଏବେ ପୂରଣ ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ତରଫରୁ ବୁଡ଼ି ଅଂଚଳବାସୀଙ୍କୁ ସ୍ଥାନୀୟ ମାଲଗୋଦାମପଡା ଠାରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଣୁ ଥଇଥାନ ହୋଇଥିବା ବିସ୍ଥାପିତ
Read More...

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଲୋକ ପରମ୍ପରା ଓ ଧର୍ମୀୟ ଧାରାର ମହାପ୍ରବାହ କାମନା ଦଣ୍ଡ

କଳାହାଣ୍ଡି, (ପି.କେ.ସାହୁ) : ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହୋଇଥିବା କାମନା ଦଣ୍ଡକୁ ୨୦୨୨ ମସିହାରେ ଏକଶତ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଦୁଇ ଦିନିଆ ଶତବାର୍ଷିକୀ ସମାରୋହର ଉଦ୍‌ଘାଟନୀ ଉତ୍ସବ ଅବସରରେ ଲୋକ ପରମ୍ପରା ଓ ଧର୍ମୀୟ ଧାରାର ମହାପ୍ରବାହ ହେଉଛି
Read More...

ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ନାଳକୁ ଆଜି ସକାଳ ୯ଟା ସମୟରେ ନମିତା ଶତନାମୀ(୨୧) ଓ ତାଙ୍କ ସାନ ଭଉଣୀ
Read More...

ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ଅନ୍ତର୍ଗତ ଅଗଲାପାଲି, ଭାଲୁପାଲି ଓ କଦଲିପାଲି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଗ୍ରାମର ୱାର୍ଡ ସଭ୍ୟଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇ ସ୍ଥାନୀୟ
Read More...