Yearly Archives

2023

ଯାତ୍ରୀ ବିଶ୍ରାମଗାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଡୁମିରିପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରେ ଥିବା ଏକ ଶୌଚାଳୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ରେଳପଥ ଦୋହରିକରଣ କାର୍ଯ୍ୟରେ ସେ ନିୟୋଜିତ ଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଜିଆରପି
Read More...

ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ, ୧ ଗିରଫ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଳାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ପଟୁ
Read More...

ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣି ଛକ ଏଟିଏମ୍ ନିକଟରେ ଗୁରୁବାର ସକାଳ ୭ଟା ୧୫ରେ ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରୁ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାଉଁଶୁଣୀ
Read More...

ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ

ଭୁବନେଶ୍ୱର : ଆଜି ଶ୍ରୀକପିଳେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ । ଏହି ବୈଠକ ପରେ ସ୍ପଷ୍ଟ ହୋଇଯିବ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହେବ କି ନାହିଁ ।
Read More...

ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ସେନାପତି

ବାଲେଶ୍ଵର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ୱାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡିଛି । ପୁରୀ, ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
Read More...

ହୁସିଆର୍‌ ହ’ ହୋ’ ଗାଁ ମାଁର୍‌ ଲୁକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ମାନ୍‌କେ ସାବାଡ୍‌ କର୍‌ବାର୍‌ ଲାଗି ଡେନାବାହାଁ ବର୍‌କସ୍‌ କରିଛେ ବଲାଙ୍ଗିର୍‌ ପୁଲିସ୍‌ । ଅପରାଧୀ ମାନ୍‌କେ ନୁରି ନୁରି ଜେଲ୍‌ ହାଜତ୍‌ କେ ପଠଉଛେ । ସେଥି ଫେର୍‌ ଘର୍‌ ଭଂଗା ଜେସିବି ଧରି ସହର ସାରା କିନ୍ଦ୍‌ରୁଛେ ବଲାଙ୍ଗିର୍‌ ପୁଲିସ୍‌ ।
Read More...

ସାଲେପାଲିରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ବୟସ୍କ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ବୟସ୍କ ବ୍ୟକ୍ତି ଜଣକ
Read More...

ତୁଷୁରାଠାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ୍‌ ଆରୋହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରାଠାରେ ସଡକ ଦୁର୍ଘଟଣାର ଶିକାର ହୋଇ ଜଣେ ବ୍ୟକ୍ତିି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଡୁଙ୍ଗୁରୀର ଗୋପାଳ ରଣା । ସୂଚନା ଅନୁସାରେ
Read More...

ବିମାନବନ୍ଦରରୁ ୧୪ କିଲୋ ସୁନା ଜବତ

ହାଇଦ୍ରାବାଦ : ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୪ କିଲୋ ସୁନା ଜବତ ହୋଇଥିବା ଜଣାପଡିଛି । ୨୩ ସୁଦାନ ନାଗରୀକଙ୍କଠାରୁ ଏହି ସୁନା ଜବତ ହୋଇଥିବା ଜଣାପଡିଛି । ହାଇଦ୍ରାବାଦ କଷ୍ଟମ୍ସ ବିଭାଗ ସହାୟତାରେ ସୁନା ଜବତ କରାଯାଇଥିବା ଜଣାପଡିଛି ।
Read More...

ରାଧାମୋହନ ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍‌ଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠ ସ୍ଥଳୀରେ ନବମ ବାର୍ଷିକ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫ଟି ନଦିଆ ସଙ୍କିର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ
Read More...