Yearly Archives

2023

ଆଦିବାସୀ ମେଳାରେ ପ୍ରାଚୀନ ଜନଜାତିଙ୍କ ମଡେଲ୍ ଘର ପ୍ରଦର୍ଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଦିବାସୀ ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ବନଜାତ ଦ୍ରବ୍ୟର ସ୍ୱତନ୍ତ୍ର ହାଟ ପ୍ରଦର୍ଶିତ ହେଉଛି । ଏଥି ସହିତ ପ୍ରାଚୀନ ଜନଜାତିଙ୍କ ୧୦ ଗୋଟି ମଡେଲ୍ ଘରର ପ୍ରଦର୍ଶନ କରାଯାଇଛି । ମେଳା ପରିସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ
Read More...

ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ୟୁନିଟ୍-୧ ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ ପରିଦର୍ଶନ କରି ଜନଜାତିଙ୍କ ମହାନ୍ ସାମାଜିକ ଜୀବନର ଝଲକ ପ୍ରାପ୍ତ କରନ୍ତୁ । ଏହି ମେଳାରେ ମହୁ, ହଳଦୀ, ମାଣ୍ଡିଆ, ଝୁଣା, ମୁଗ, ବିରି, ପାଳୁଅ, ବାସନା ଚାଉଳ, ଫୁଲ ଝାଡୁ, ସବାଇ ଘାସ
Read More...

ବଣ ପାହାଡ ଘେରା ଦୁର୍ଗମ ଅଂଚଳରେ ପିଡିଏସ୍‌ ଚାଉଳ ବଣ୍ଟନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଦୁର୍ଗମ ପାହାଡିଆ ଅଂଚଳ ସୁନାବେଡା ଓ ଶୋଷେଙ୍ଗ ଗ୍ରାମ ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା ଯୋଗଦାନ କରି ଉଦ୍‌ଘାଟନ କରିଥିଲେ
Read More...

୨୫ରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌

କଟକ : କଟକରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌ । ୨୫ତାରିଖ ଦିନ ଗଡଖାଇ ନିକଟରେ ରାଜ୍ୟପାଳ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟୁଜିୟମ୍‌ରେ ରହିବ ବିଚାର ବିଭାଗ ଇତିହାସ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଠାରୁ ଆରମ୍ଭ କରି ବ୍ୟବହୃତ ହେଉଥିବା
Read More...

ମାଙ୍କଡ଼ କାମୁଡାରେ ଦୁଇ ଜଣ ଗୁରୁତର

ଡେଲାଙ୍ଗ, (ଦିଲ୍ଲପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଯୋରକଣୀ ଗ୍ରାମର ଉପେନ୍ଦ୍ର ସୁନ୍ଦରାୟ ମାଙ୍କଡ଼ କାମୁଡାରେ ଗୁରୁତର ଆହତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ମାନସ ସାହୁ ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଘୋରଡିଆ ଗ୍ରାମରେ ପ୍ରାୟ ଏକ
Read More...

ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ : ୫ ମୃତ

ୱାଶିଂଟନ : ଆମେରିକାର ଆର୍କାସସର ପୁଲାସ୍କି କାଉଣ୍ଟିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟୁଇନ-ଇଞ୍ଜିନ ବିମାନ ବିଲ ଏବଂ ହିଲାରୀ କ୍ଲିଣ୍ଟନ ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା
Read More...

ଟ୍ରକକୁ ପିଟିଲା ସ୍କର୍ପିଓ : ୩ ମୃତ, ୩ ଗୁରୁତର

ବଡ଼ବିଲ : ରୁଗୁଡ଼ି ଥାନା ଏନ୍‌ଏଚ୍ ୫୨୦ ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକର ପଛପଟୁ ସ୍କର୍ପିଓ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଭଦ୍ରାସାହି ବିଜୁ ହଟିଂର ଅର୍ଜ୍ଜନ ମୁଣ୍ଡା,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଖଲ୍ଲିକୋଟ : ସ୍ଥାନୀୟ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଗୁରାପଲ୍ଲୀ ଗ୍ରାମର ଘନ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁସାରେ ଖଲ୍ଲିକୋଟରୁ ନିଜ ଗ୍ରାମ ଗୁରାପଲ୍ଲୀକୁ ବୁଧବାର ସନ୍ଧ୍ୟାରେ ଘନ ସ୍କୁଟି ଯୋଗେ
Read More...

ତାଜିକିସ୍ତାନରେ ଭୂମିକମ୍ପ

ବେଜିଂ : ଆଜି ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି । ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି । ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ(ଟଝଏଝ) ଏହି ସୂଚନା ଦିଆଯାଇଛି । ସକାଳ ପ୍ରାୟ ୫.୩୭ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଆଫଗାନିସ୍ତାନ ଓ
Read More...

ନିଆଁ ଲାଗି ଜଳିଗଲା ଆଖୁ ଫସଲ

ତିଗିରିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବାଲି ଅମ୍ବା ଗ୍ରାମରେ ବୁଧବାର ରାତିରେ ଆଖୁ କିଆରିରେ ନିଆଁ ଲାଗିଯାଇ ଏକର ଏକର ଜମିରେ ହୋଇଥିବା ଆଖୁ ଫସଲ ଜଳି ଯାଇଥିବା ଖବର ମିଳିଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି
Read More...