Daily Archives

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ : ଜଣେ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଭେଲୁଆଖୋଲ ଗ୍ରାମ ନିକଟସ୍ଥ ମେନ ରୋଡ଼ରେ ଭାରସାମ୍ୟ ହରାଇ ଏକ ବାଇକ ଜଣେ ସାଇକେଲ ଆରୋହୀଙ୍କ ସହ ପିଟି ହୋଇ ବାଇକ ଚାଳକ ଗୁରୁତର ଅବସ୍ଥାରେ ବଲାଙ୍ଗିର ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ବାସନ୍ତୀ କଲୋନୀ ଏବିସି ଦୁର୍ଗାପୂଜା କମିଟି ଗଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଏବିସି ବ୍ଲକ ଦୁର୍ଗାପୂଜା ପରିଚାଳନା ସମିତିର ଆସନ୍ତା ଦୁଇ ବର୍ଷ (୨୦୨୩-୨୫)ପାଇଁ କମିଟିର ପୁନର୍ଗଠନ କରାଯାଇଛି । ବରିଷ୍ଠ କର୍ମକର୍ତ୍ତା ଶୈବାଳ ସେନ୍‌ଙ୍କ ଅଧ୍ୟକ୍ଷତା ଓ ସ୍ୱପନ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏକ ବୈଠକରେ ପୁରାତନ
Read More...

ବଜ୍ରାଘାତରେ ମହିଳା ମୃତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଧ୍ୟପୁର ଗ୍ରାମ ପଞ୍ଚାୟତର କଟାପାଲି ଗ୍ରାମର ତିନି ଜଣ ମିଶି ନିଜ ବିଲକୁ ଚାଷ କାମ କରିବା ପାଇଁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ
Read More...

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ମାସ ୧୯ ତାରିଖ ଦିନ ଗଣେଷ ପୂଜା ହେଉଥିବାରୁ ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କଠାରୁ ନିରପେକ୍ଷ ଭାବେ ବେଶ ପରିଚିତ "ଫ୍ରେଣ୍ଡସ ଗ୍ରୁପ" ତରଫରୁ ମା' ପାଟଖଣ୍ଡାଙ୍କ ମନ୍ଦିର ନିକଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ
Read More...

ସଇଁତଲାରେ ସାମ୍ବାଦିକ ସଂଘକୁ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାଠାରେ ଗତ ସୋମବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ସଇଁତଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କୁ ଜାଗା
Read More...

କଣ୍ଠଶିଳ୍ପୀ ଜିତେନ୍ଦ୍ର କୁମ୍ଭାରଙ୍କୁ ଶ୍ରଦ୍ଧାଂଜଳି ଦେଲେ ପଶ୍ଚିମ ଓଡିଶାର ନାମିଦାମୀ କଳାକାର

ବଲାଙ୍ଗିର, (କେପିଏନଏସ୍‌) : ପଶ୍ଚିମ ଓଡିଶାର ଜଣେ ଜଣାଶୁଣା କଳାକାର ଜିତେନ୍ଦ୍ର କୁମ୍ଭାର (ଜିତୁ)ଙ୍କ ଏକାଦଶାହ ଅବସରରେ ସାରା ପଶ୍ଚିମ ଓଡିଶାର ନାମିଦାମୀ କଳାକାର ଯୋଗଦାନ କରି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ସହର ସ୍ଥିତ ଟାଉନ ହଲ
Read More...

ତୈଳିକ ବୈଶ୍ୟ ସମାଜର ବଲାଙ୍ଗିର ଶାନ୍ତିପଡ଼ାରେ ନିର୍ମାଣାଧୀନ ତେଲି ଭବନର ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ଅନୁସାରେ ବିଭିନ୍ନ ଉନ୍ନୟନ କାମର ଶିଳାନ୍ୟାସ ଓ ଉଦ୍‌ଘାଟନ ଚାଲିଥିବା କ୍ରମରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ତୈଳିକ ବୈଶ୍ୟ ସମାଜ ଭବନଠାରେ ସମାଜର ସଭାରେ ବଲାଙ୍ଗିର ପୂର୍ବତନ
Read More...

ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ(ଜିବିଏ)

• ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉଦ୍ୟମ ଦ୍ୱାରା ସମଗ୍ର ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା
Read More...

ଖୋଲିଲା ବଲାଙ୍ଗିର ସହରର ବହୁ ପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋଲିଲା ବଲାଙ୍ଗିର ସହରର ବହୁ ପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ । ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଗତକାଲି ସନ୍ଧ୍ୟାରେ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିବା ରାଜେନ୍ଦ୍ର ପାର୍କର ଶୁଭାରମ୍ଭ
Read More...

ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ର ପକ୍ଷରୁ ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ବାଟମଙ୍ଗଳା ସ୍ଥିତ ଶକ୍ତି ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶରତ କୁମାର ବିଶ୍ୱାଳ, ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡା ଓ
Read More...