Daily Archives

ଇତିହାସ ସୃଷ୍ଟି କଲା ରାଧାକାନ୍ତ ବିଦ୍ୟାପୀଠ ଷ୍ଟେସନ ଡେଲାଙ୍ଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ଚାମ୍ପିଅନସିପ୍‌ରେ ସାତ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସୁହାନି ବେହେରା, ଅଙ୍କିତା ବେହେରା, ସୋନାଲିକା ବରାଳ, ସ୍ମୃତିପ୍ରଜ୍ଞା ବାରିକ୍, ଗାୟତ୍ରୀ ପରିଡ଼ା, ମାଧବ ସ୍ୱାଇଁ, ରୁଦ୍ର ମହାରଣା । ସବୁଠୁ ମୁଖ୍ୟ
Read More...

ବାଲିଗୁଡାରେ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ବରଗଡ଼ ସବ୍‌ଜେଲରୁ ଜାମିନରେ ବାହାରିଲେ କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ

ବରଗଡ, (ନିରୋଜ କୁମାର ପାଣୀ) : କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ ଆଜି ବରଗଡ଼ ସବ୍‌ଜେଲରୁ ଜାମିନରେ ବାହାରିଛନ୍ତି । ବରଗଡ଼ ଖୁଣ୍ଟିଲିପାଲି ଅପେରା ପୋଷ୍ଟର ଚିରା ମାମଲାରେ ମିଛ କେସରେ ଛନ୍ଦି ହୋଇ ଦୀର୍ଘ ୧୯ଦିନ ପର୍ଯ୍ୟନ୍ତ ବରଗଡ଼ ସବ୍‌ଜେଲରେ ରହିଥିବା ବେଳେ ଆଜି ବରଗଡ଼ ଜିଲ୍ଲା
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଦ୍ୱିତୀୟ ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଦ୍ୱିତୀୟ ସ୍ଥାପନା ଦିବସ ହୋଟେଲ୍ ସେଣ୍ଟ୍ରାଲ ପାର୍କଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପସଭାପତି ରୋଟାରୀଆନ ଡଃ ମୀନତି ପଣ୍ଡାଙ୍କ ସଂଯୋଜନାରେ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷା ବିଭାଗ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

କଳା ବ୍ୟାଚ୍‌ ପିନ୍ଧିଲେ ଓଏଭି ଶିକ୍ଷକ ଶିକ୍ଷୟିତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ୫ ଦଫା ନେଇ ବଲାଙ୍ଗିର ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କଳା ବ୍ୟାଜ ପିନ୍ଧି ଶନିବାରଠାରୁ ନୀରବ ପ୍ରତିବାଦ କରୁଛନ୍ତି । ସେମାନେ ଆସନ୍ତା ୧୬
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବେଂଚ ପ୍ରେସ ଓ ଡେଡ୍‌ଲିଫ୍ଟ ଚମ୍ପିୟାନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଜିମନାଷ୍ଟିକ ଆସୋସିଏସନ୍‌ (ବିଡିଜିଏ) ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପାଠାଗର ପରିସରରେ ଜିଲ୍ଲାସ୍ତରୀୟ ବେଂଚପ୍ରେସ ଓ ଡେଡ୍‌ଲିଫ୍ଟ ଚମ୍ପିୟାନସିପ୍‌ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ
Read More...

ଦେଓଗାଁର ବିଶିଷ୍ଟ ମୃଦଙ୍ଗ ବାଦକ ଅର୍ଜୁନ ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ କଳାକାର ତଥା ମୃଦଙ୍ଗ ବାଦକ ଅର୍ଜୁନ ମାଝି (୭୯) ଓରଫ ବୁଡୁ ମଙ୍ଗଳବାର ଦିନ ୧୨ଟା ସମୟରେ ଦେଓଗାଁ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ବୃଦ୍ଧାବସ୍ଥା
Read More...

ଉତ୍କଳ କନ୍ଧ ସମାଜ ଭବନ ଉଦ୍‌ଘାଟନ କଲେ ରାଜ୍ୟସଭା ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗ୍ରାମଠାରେ ଉତ୍କଳ କନ୍ଧ ସମାଜ ବଡ଼ ବୁଡୁକା ପ୍ରଗଣା ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସିଂଧେକେଲା ଦ୍ୱାରାସେନୀ ମନ୍ଦିରଠାରୁ ଶତାଧିକ ସଂଖ୍ୟାରେ
Read More...

ସାବିତ୍ରୀବାଇଫୁଲେ ଉଚ୍ଚ ମହାବିଦ୍ୟାଳୟର ସ୍ୱାଗତ ସମାରୋହ

କନ୍ଧମାଳ, (ହେମନ୍ତ ସାହୁ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତ୍ତମଗଡଠାରେ ଥିବା ସାବିତ୍ରୀବାଇଫୁଲେ ମହାବିଦ୍ୟାଳୟର ସ୍ୱାଗତ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷାବିତ୍‌ ମନୋଜ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ
Read More...
error: Content is protected !!