csstore

ଖୋଲିଲା ବଲାଙ୍ଗିର ସହରର ବହୁ ପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋଲିଲା ବଲାଙ୍ଗିର ସହରର ବହୁ ପ୍ରତିକ୍ଷିତ ରାଜେନ୍ଦ୍ର ପାର୍କ । ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଗତକାଲି ସନ୍ଧ୍ୟାରେ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିବା ରାଜେନ୍ଦ୍ର ପାର୍କର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ସହ ସସ୍ମିତା ନନ୍ଦ, ସରିତା ବାଗ, ଲାଲୁ ପଟ୍ଟନାୟକ, ପିଙ୍କି କବାଟ, ଶମ୍ଭୁ ନାଗ, ନନ୍ଦିନୀ ପୋଢ, ପ୍ରେମଲତା ନାଏକ, କିଶୋର କୁମ୍ଭାର, ଇସ୍ମତ ଅରା ଖାନ, ସଞ୍ଜୁଲତା ଦନ୍ତା, ମହେନ୍ଦ୍ର ବାଗ, ସନ୍ତୋଷିନୀ କୁଁଅର, ପ୍ରତିମା ଛତ୍ରିଆ, ଗଙ୍ଗାଧର ଚାନ୍ଦ, ଶତୃଘନ ବାଗ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.