ବିଭିନ୍ନ ଦାବୀ ନେଇ କଳା ବ୍ୟାଜ ପିନ୍ଧିଲେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ
ତୁରେକେଲା, (କୈଳାସ ସଗ୍ରିଆ) : ଗତ ସୋମବାର ଦିନରୁ ରାଜ୍ୟର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ତରଫରୁ ଗତ ତା:୦୭/୦୮/୨୩ରୁ ତା:୧୭/୦୮/୨୩ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରାଯଯାଉଥିବା ବେଳେ ଗତ ସୋମବାରରୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ!-->…
Read More...
Read More...