Monthly Archives

June 2023

ଲୋୟର ସୁକତେଲ ବିସ୍ଥାପିତ ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କଲା ପ୍ରଶାସନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ ହେବାକୁ ଯାଉଥିବା ଲୋଇସିଂହା ବ୍ଲକର ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମକୁ ଗତ ତିନିଦିନ ହେଲା ପ୍ରଶାସନ ପକ୍ଷରୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଛି । ଫଳରେ ଗ୍ରାମବାସୀ ନାହିଁ ନ
Read More...

ମାହେଶ୍ୱରୀ ସଂଗଠନ ତରଫରୁ “ନିଉ ଡିରେକ୍ସନ୍ ଫର୍ ଡ୍ରିମ୍” ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପରି ଏକ ଛୋଟ ବିକାଶଶୀଳ ସହରରେ ଛାତ୍ରଛାତ୍ରୀମାନେ ପ୍ରୟୋଗାତ୍ମକ ଉଚ୍ଚଶିକ୍ଷା ବିଷୟରେ ଜାଣିବା ତଥା ପଢିବାର ସୁଯୋଗ ସୀମିତ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ତଥା ସଚେତନତା ଆଣିବା ଲକ୍ଷ୍ୟରେ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ
Read More...

ବଲାଙ୍ଗିରବାସୀଙ୍କ ୨୨ ବର୍ଷର ସ୍ୱପ୍ନ ପୂରଣ ହେବ : ୪୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ବାଇପାସ ରାସ୍ତାର ହେଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ୨୨ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏକ ପ୍ରକାର ଅପେକ୍ଷାର ଅନ୍ତ ଘଟିଛି । ୪୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ବାଇପାସ ରାସ୍ତାର ଶିଳାନ୍ୟାସ ହୋଇଛି । ବଲାଙ୍ଗିରବାସୀ ଏହି ୨୨ ବର୍ଷ ଭିତରେ କେତେ ଥର ରାଜରାସ୍ତାକୁ
Read More...

ଚୂଡ଼ାପାଲି ନିକଟସ୍ଥ ଦାଉପାଲିରେ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଚୂଡ଼ାପାଲି ନିକଟସ୍ଥ ଦାଉପାଲି ଏସ୍‌ଏଚ୍‌-୪୨ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘୁଟୁପାଲିର ଶିବ ପ୍ରସାଦ ବାଗ(୨୪) ଅନ୍ୟ ଜଣକୁ
Read More...

ଏକଲ ସୁର ତାଲର ୪ ସଦସ୍ୟ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ତରଫରୁ ଏକଲ ସୁର ତାଲର ୪ଜଣ ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି । ପରିଷଦର ଅନୁପମ ଗୁପ୍ତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ କକ୍କଡ ସ୍ୱାଗତ ଭାଷଣ ସହ
Read More...

ଦେଶର ୨୭୮ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନ

• ଅଭିଯାନରେ ଓଡ଼ିଶାର ୨୦ ଜିଲ୍ଲା ସାମିଲ ନୂଆଦିଲ୍ଲୀ, (ପିଆଇବି) : ୨୦୪୭ ସୁଦ୍ଧା ଦେଶରୁ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାତୀୟ ସିକଲ୍ ସେଲ୍ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସମେତ ଦେଶର ୧୭ଟି
Read More...

ଡାକ୍‌ରା ଗ୍ରାମରେ ନାଗସାପ କାମୁଡାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଡାକ୍‌ରା ଗ୍ରାମରେ ଆଜି ଜଣେ ମହିଳାଙ୍କୁ ନାଗସାପ କାମୁଡି ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ମହିଳା ଜଣକ ଡାକ୍‌ରା ଗ୍ରାମର କୁନ୍‌କୁ
Read More...

ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ଉପରେ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆଜି ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଉଦ୍‌ଘାଟନ ପୂର୍ବରୁ ଭୁସୁଡିଲା କେର୍ମେଲି ଗ୍ରାମ୍ୟ ଉଦ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ଉଦ୍ୟାନ ମାନ ତିଆରି ହେଉଛି । ଏପରି ଏକ ଗ୍ରାମ୍ୟ ଉଦ୍ୟାନ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ କେର୍ମେଲି ଗାଁରେ ତିଆରି ହୋଇଛି । ଗ୍ରାମ୍ୟ
Read More...

ରାମଭକ୍ତ ଫରିକାରଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ରାମଭକ୍ତ ଫରିକାର କୋସଲି ଭାଷା ଆନ୍ଦୋଳନର ଜଣେ ନିର୍ଭୀକ ସାରଥି ଥିଲେ । ଐତିହାସିକ ଓ ଗବେଷକ ସ୍ୱର୍ଗତ ପ୍ରୟାଗଦତ୍ତ ଯୋଷୀଙ୍କ ସହ ଆଦ୍ୟ ସହଯୋଗୀ ଭାବେ ଦୀର୍ଘ ସମୟ ଆନ୍ଦୋଳନକୁ ସାକାର ରୂପ ଦେବାରେ ତାଙ୍କର ଅବିସ୍ମରଣୀୟ ଅବଦାନ ଥିଲା । ସେ 'ହକୁଆ' ନାମରେ ଏକ
Read More...