Monthly Archives

June 2023

ପାଚିକା ସହାୟିକା ମଜଦୁର ସଂଘ ମ.ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ପ୍ରଧାନ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ୧୯ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ପାଚିକା ସହାୟିକା ମଜଦୁର ସଂଘ ମ.ରାମପୁର ପକ୍ଷରୁ ପାଚିକା ସଂଘ ସଭାନେତ୍ରୀ ସାବିତ୍ରୀ ମୁଣ୍ଡାଙ୍କ ନେତୃତ୍ୱରେ ମ.ରାମପୁର ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଇତିହାସ ବିଭାଗର ପ୍ରଧ୍ୟାପକ କୃଷ୍ଣ ମୋହନ
Read More...

ଲକ୍ଷେ ଘର ଗଣ୍ଡା ସମାଜର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ବଢ଼ିବାରେ ଲାଗିଛି ଅପରାଧ । ଯେତେ ଯାହା କଲେ ବି ସାବାଡ଼ ହେଉନାହାନ୍ତି ଅପରାଧୀ । ବଲାଙ୍ଗିର ମାଲଗୋଦାମପଡା ଠାରେ ଲକ୍ଷେ ଘର ଗଣ୍ଡା ସମାଜର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ
Read More...

ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ପ୍ରେମିକଙ୍କୁ ପିଟିପିଟି ହତ୍ୟା

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ମୁସ୍ତାଫାବାଦ ନିବାସୀ ପରଭେଜ ବୋଲି ଜଣାପଡିଛି । ପରଭେଜଙ୍କୁ ମାଡ ମାରିବା ପରେ ଅଭିଯୁକ୍ତମାନେ ନିଜେ ପୋଲିସକୁ ଫୋନ
Read More...

ଉଦୟପୁରରେ ଗର୍ଜିଲେ ଅମିତ ଶାହା, ରାଜସ୍ଥାନରୁ କଂଗ୍ରେସର ବିଦାୟ ନିଶ୍ଚିତ

ଉଦୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଅମିତ ଶାହାଙ୍କ ସମ୍ବୋଧନରେ ରାଜ୍ୟର ଅଶୋକ ଗେହଲୋଟ୍ ସରକାର ଏବଂ କଂଗ୍ରେସ ଦଳ ଟାର୍ଗେଟରେ ଥିଲେ । ସେ କହିଛନ୍ତି ଯେ, ଗେହଲୋଟ୍ ଜୀ ଏହି ବୟସରେ ଅଯଥାରେ ବୁଲୁଛନ୍ତି ।
Read More...

ଏଥର ଶ୍ରାବଣ ମାସରେ ପଡୁଛି ୮ଟି ସୋମବାର

ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କ ଉପାସନାର ମାସ ବୋଲି ବିଶ୍ୱାସ କରାଯାଏ । ତେବେ ଚଳିତ ବର୍ଷ ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଶ୍ରାବଣ ମାସ । ଏହି ବର୍ଷ ଦୁଇଟି ଶ୍ରାବଣ ପଡ଼ୁଥିବା ବେଳେ ୫୯ ଦିନ ପର୍ଯ୍ୟନ୍ତ ଶ୍ରାବଣ ରହିବ । ଶିବ ଭକ୍ତମାନେ ୮ଟି ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି
Read More...

ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କ ପାଇଁ ବଡ ଖବର : ବର୍ତ୍ତମାନ ମେଟ୍ରୋ ଟ୍ରେନରେ ନିଜ ସାଂଗରେ ମଦ ନେଇପାରିବ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଡିଏମ୍‌ଆର୍‌ସି ଏବଂ ସିଏସ୍ଏଫ୍ ଅଧିକାରୀଙ୍କ କମିଟି ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କୁ ଦୁଇ ବୋତଲ ମଦ ସାଂଗରେ ନେବାକୁ ଅନୁମୋଦନ କରିଛି । ଯାତ୍ରୀମାନେ କେବଳ ସେମାନଙ୍କ ସହିତ ସିଲ୍ ହୋଇଥିବା ମଦ ବୋତଲ ନେଇପାରିବେ । ବର୍ତ୍ତମାନ ସମସ୍ତ
Read More...

ପାସେଞ୍ଜର ଟ୍ରେନ୍‌ରୁ ଧରାପଡିଲା ଗଞ୍ଜେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମାତିଛନ୍ତି ଗଂଜେଇ ମାଫିଆ । ଭିନ୍ନ ଭିନ୍ନ ଉପାୟରେ କରୁଛନ୍ତି ଗଂଜେଇ ଚାଲାଣ । ବଲାଙ୍ଗିର ପୋଲିସ ଗଦା ଗଦା ଗଂଜେଇ ଜବତ୍‌ କରୁଥିବା ବେଳେ ମାଳ ମାଳ ଗଂଜେଇ ମାଫିଆ କୁଚିଆ ମଧ୍ୟ ଗିରଫ୍‌ ହେଉଛନ୍ତି । ତଥାପି ଗଂଜେଇ ଚୋରା ଚାଲାଣ
Read More...

ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୁମାଭଟା ଜଗଦଲପୁରର ପ୍ରକୃତି ପ୍ରେମୀର ଉଦାହରଣ ସାଜିଛନ୍ତି ପ୍ରଫୁଲ୍ଲ ମାକର । ତାଙ୍କ ଘର ପଦ୍ମପୁର ଉପଖଣ୍ଡ ଧୁମାଭଟା ଗ୍ରାମରେ । ସେ ଧୁମାଭଟା ଛକରେ ଏକ ଜଳଖିଆ ଦୋକାନ ସହିତ ବିଭିନ୍ନ ସାମଗ୍ରୀ ରଖି ବିକ୍ରି କରନ୍ତି । ଧୁମାଭଟା ଛକକୁ
Read More...

ଯୁବ କୁଲୁତା ସମାଜ ତରଫରୁ ବାହୁଡା ଉପଲକ୍ଷେ ପ୍ରସାଦ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ପବିତ୍ର ବାହୁଡା ଉପଲକ୍ଷେ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମା'ପାଟଣେଶ୍ୱରୀ ମନ୍ଦିରରେ ଭୋଗ ଲଗାଇବା ପରେ ଇଷ୍ଟଦେବୀ ମା' ରାମଚଣ୍ଡିଙ୍କ ସ୍ମୃତିଚାରଣ କରାଯାଇଥିଲା ଓ ପରେ
Read More...