Daily Archives

କଲେଜ ଛକ କଲ୍ୟାଣ ମଣ୍ଡପରେ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ପୌରଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ କଲ୍ୟାଣ୍ଡପ ଠାରେ ବଲାଙ୍ଗିର ପୌରପରିଷଦ ପକ୍ଷରୁ ଗରିମା ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ
Read More...

ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହର ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ପରିବେଶ ସଂପର୍କରେ ଏକ ଆଲୋଚନା ଚକ୍ର
Read More...

ହରିଶଙ୍କର ଶୈବପୀଠ ଠାରେ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ହରିଶଙ୍କର ଶୈବପୀଠ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ପର୍ୟ୍ୟଟକ ତଥା ସିଆର୍‌ପିଏଫ୍‌ ଅଧିକାରୀ ଓ ଯବାନ୍‌ମାନେ ସାମିଲ୍‌ ହୋଇଥିଲେ । ସିଆର୍‌ପିଏଫ୍‌ ସାଧାରଣ
Read More...

ଏସ୍‌ପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ (ଏସ୍‌ପିସିବି) ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ଆଜି ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆର୍‌ଏସ୍‌ପିର ଇଡି (ୱାକ୍ସ)ର୍
Read More...

ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଙ୍ଘ ତରଫରୁ ରେଳ ଷ୍ଟେସନରେ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଙ୍ଘ ତରଫରୁ ବରଗଡ ରୋଡ଼ ରେଲ ଷ୍ଟେସନଠାରେ ଉପ ସଭାପତି ସରଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ବାଲେଶ୍ୱରଠାରେ ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ୨୮୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ତାଙ୍କ ପବିତ୍ର ଆତ୍ମାଙ୍କୁ କେଣ୍ଡଲ
Read More...

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର

ମୃତ୍ୟୁ ଭୟର କାରଣ ନୁହେଁ ଜୟର କାରଣ : ପଣ୍ଡିତ ବିରେନ୍ଦ୍ର ପଣ୍ଡା ରାଉରକେଲା, (ସସ୍ମିତା ପ୍ରଧାନ) : ମା' ହେଉଛନ୍ତି ପ୍ରଥମ ଗୁରୁ । ମୃତ୍ୟୁ ଭୟର କାରଣ ନୁହେଁ ଜୟର କାରଣ । ଯାହାଙ୍କ ଘରେ ଯଜ୍ଞ ହୁଏ ସେ ଘର କେବେ ଶ୍ମଶାନ ହୁଏନା ବୋଲି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା 'ଦିବ୍ୟ ଗୃହସ୍ଥ
Read More...

ରଥଯାତ୍ରା ବେଳକୁ ଶାନ୍ତିପଡ଼ା ଦୁର୍ଗାମଣ୍ଡପକୁ ଆସିବେ ସିଆର୍‌ପିଏଫ୍‌ ଜଗନ୍ନାଥ

ବଲାଙ୍ଗିର, (ଶାନ୍ତିପଡ଼ା) : ଚଳିତ ବର୍ଷ ଆସନ୍ତା ଜୁନ୍‌ ୨୦ ତାରିଖ ବେଳକୁ ବଡ଼ଠାକୁର ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ଶାନ୍ତିପଡ଼ା ଦୁର୍ଗାମଣ୍ଡପ(ମାଉସୀ ଘର)କୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟର ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀ ସହ ଆସିବେ ଓ ତାଙ୍କ ଦିବ୍ୟ ଦଶ
Read More...

ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ଦ୍ୱାରା ମାଗଣା ହୃଦରୋଗ ପରୀକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ହୃଦୟ ରୋଗ ସଂପର୍କରେ ଲୋକ ସଚେତନତା ବଢିଛି । ତେଣୁ ବଲାଙ୍ଗିର ସହରର ସାଧାରଣ ଜନତାଙ୍କୁ ହୃଦରୋଗ ସଂପର୍କୀୟ ସଚେତନତା ପାଇଁ ଆଜି ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ତରଫରୁ ଏକ ମାଗଣା ହୃଦରୋଗ ପରୀକ୍ଷଣ
Read More...

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ତ୍ରିଲୋଚନ ସାହୁ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ତ୍ରିଲୋଚନ ସାହୁ । ପାଟଣାଗଡ଼ ବ୍ଲକର ତ୍ରିଲୋଚନ ସାହୁ ଯିଏ କି ତମିଆଁ ଗ୍ରାମର ନିବାସୀ । ଚଳିତ ବର୍ଷ ୨୦୨୨-୨୩ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି । ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସରେ ତାଙ୍କୁ ପୁରସ୍କୃତ
Read More...

ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁତୁଳାମହୁଲ ଗ୍ରାମରେ ହଳଦିଆ ତୈଳିକ ବୈଶ୍ୟ ସାହୁ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଗ୍ରାମର ବିଶିଷ୍ଟ ବ୍ୟକ୍ତି କପିଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ
Read More...