Daily Archives

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୨୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ
Read More...

ବଲାଙ୍ଗିରଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ମିଲେଟ୍ ମିଶନ୍ ତଥା ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ଏବଂ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ଆର୍. ଏନ୍‌. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଏକ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ
Read More...

ଜଂଗଲ ବିଭାଗ ଓ ତାଲୁକ ଆଇନ ସେବା କମିଟି ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

କଂଟାବାଂଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜଦ୍ୱାରା ସୋମବାର ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଭୀଷଣ ଖରା ଯୋଗୁଁ ପୂର୍ବାହ୍ନରେ କଂଟାବାଂଜି ଫରେଷ୍ଟ ସେକ୍ସନ ଅଧିନସ୍ଥ ହିଆଁଲ ପଂଚାୟତ ଢୁଷାମୁଣ୍ଡା ଗାଁରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ
Read More...

ମିଳିତ ଅମଲା ସଂଘର ଆନ୍ଦୋଳନକୁ ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଭାରତ ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନ, ବଲାଙ୍ଗିର ଶାଖା ପକ୍ଷରୁ ମିଳିତ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇ ଅମଲା ସଂଘର ନ୍ୟାର୍ଯ୍ୟ ଦାବୀ ପୁରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୀବନ
Read More...

ରାଷ୍ଟ୍ରୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ
Read More...

‘ନବୀନ’ ସମ୍ବାଦପତ୍ର ହେଉଛି ପ୍ରତିଷ୍ଠିତ ଲେଖକମାନଙ୍କ ମାର୍ଗଦର୍ଶକ : ୯୪ତମ ସ୍ୱନକ୍ଷତ୍ର ଉତ୍ସବରେ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା "ନବୀନ' କେବଳ ସମ୍ବାଦପତ୍ର ନୁହଁ ବରଂ ପ୍ରତିଷ୍ଠିତ ଓଡ଼ିଆ ଲେଖକମାନଙ୍କ ମାର୍ଗଦର୍ଶକ ହୋଇପାରିଛି ବୋଲି ନବୀନର ୯୪ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍‌ ତଥା
Read More...

ଅମରେଶ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସ୍ମରଣୀକା “ପ୍ରତିଭୂ” ଏବଂ ‘ମୋ-ଡାକ ଟିକଟ’ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଅଧିବକ୍ତା ଅମରେଶ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଅବସରରେ ସ୍ମରଣିକା "ପ୍ରତିଭୂ" ଏବଂ 'ମୋ-ଡାକ ଟିକଟ' ଉନ୍ମୋଚିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସ୍ମୃତି ସାମାରୋହରେ ମାନ୍ୟବର ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ
Read More...

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଜଣାଶୁଣା ଯୁବ ଆଇନଜୀବୀ ଅଜିତ କୁମାର ଶତପଥିଙ୍କ ଆହ୍ୱାନ କ୍ରମେ ଭେଉଁରିଆ ଛକରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କର ଅମର ଆତ୍ମାର ସଦ୍‌ଗତି କାମନା ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ ଓ ଶୋକ ପ୍ରାର୍ଥନା କରାଯାଇଥିଲା । ଏହି
Read More...

ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁଝାରୀପାଲି ନିବାସୀ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁଙ୍କୁ ଆଜି ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅବସରରେ ବରଗଡ଼ଠାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ୨୦୨୩ ମସିହାର ପ୍ରକୃତି
Read More...

ବାହାନଗାରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ତିନିଶହ ଯାତ୍ରୀ ପ୍ରାଣ ହରାଇବା କେବଳ ଓଡିଶା କାହିଁକି ସମଗ୍ର ବିଶ୍ୱକୁ ମ୍ରିୟମାଣ କରିଦେଇଛି । ଯାହା ପାଇଁ ସାରା ଭାରତ ବର୍ଷ ଏବଂ ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ପ୍ରାଣହାନୀ
Read More...