Daily Archives

ଜାତୀୟ ଶିକ୍ଷାନୀତିରେ ବିଦ୍ୟାଳୟରେ ତିନିବର୍ଷର ଶିଶୁଙ୍କୁ ମିଳିବ ପ୍ରବେଶିକାର ସୁଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିକ୍ଷାନୀତିରେ ଏଣିକି ତିନିବର୍ଷର ଶିଶୁଙ୍କୁ ବିଦ୍ୟାଳୟରେ ପ୍ରବେଶିକା ପ୍ରଥା ପ୍ରଚଳନ କରାଯିବା ନିମନ୍ତେ ରାଜ୍ୟ ସରକାର ବିହିତ ପଦକ୍ଷେପର ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏଥି ନିମନ୍ତେ ପ୍ରାରମ୍ଭ ଶ୍ରେଣୀ ଖୋଲିବା ନିମନ୍ତେ
Read More...

କିଛି ମାସର ନୀରବତା ପରେ ପୁଣି ତେଜିଛି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ

ସିନାପାଲି, (ନିରାକାର ମେହେର) : କିଛି ମାସର ନୀରବତା ପରେ ପୁଣି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ତେଜିଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଛତିଶଗଡ଼ ପକ୍ଷରୁ ସରଜମିନ୍‌ ତଦନ୍ତ କରି
Read More...

ଟିମନ୍‌ ଗଡ଼ରେ ଲାଗିଲା ବଲାଙ୍ଗିର ପୁଲିସ ଜେସିବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସ୍‌ର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜାରି ରହିଥିବା ବେଳେ ଆଜି ଜମି ମାଫିଆ ବହୁଚର୍ଚ୍ଚିତ ଅପରାଧୀ ଟିମନ୍‌ର ଗଡ଼ ଭାଙ୍ଗିଛି ବଲାଙ୍ଗିର ପୁଲିସ । ସ୍ଥାନୀୟ ପଥରଚେପାରେ ରହିଥିବା ଟିମନ୍‌ର କାର୍ଯ୍ୟାଳୟ ଓ ଲର୍କିପାଲି ସ୍ଥିତ ଟିମନ୍‌ର
Read More...

ମାଛ ଧରିବାକୁ ପୋଖରୀ ଶୁଖାଇବା ବେଳେ ନରକଙ୍କାଳ ଉଦ୍ଧାର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଁ ପୋଖରୀରୁ ବସ୍ତାରେ ଭର୍ତ୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଗ୍ରାମର
Read More...

ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଷ୍ଟାଡିୟମ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ମାଟି ବୋଳି ହୋଇ ହୋଲି ପର୍ବ ପାଳିଲେ ଭାଲୁପାଲି ଗ୍ରାମବାସୀ

ଲୋଇସିଂହା, (କେପିଏନ୍‌ଏସ୍‌) : ନିଆରା ପରମ୍ପରା ଅବଲମ୍ବନ କରି ଦେହରେ ମାଟି ବୋଳି ହୋଇ ହୋଲି ପର୍ବ ପାଳିଛନ୍ତି ଭାଲୁପାଲି ଗ୍ରାମବାସୀ । ସୂଚନା ଅନୁସାରେ ଗତ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ଭାଲୁପାଲିରେ ପଂଚଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଓ ମାଟି ଚିକିତ୍ସା
Read More...

୮ଟି ସୁନା ବିସ୍କୁଟ୍ ଜବତ

ଭୁବନେଶ୍ୱର : ବିଶାଖାପାଟଣା ଡି.ଆର.ଆଇ ଅଧିକାରୀ ଗତ ଗୁରୁବାର କୋଲକାତାରୁ ଶ୍ରୀକାକୁଲମ ରେଳ ଷ୍ଟେସନରେ ଟ୍ରେନ ନଂ ୧୨୮୩୯ ଚେନ୍ନାଇ ମେଲ (ହାୱଡ଼ାରୁ ଚେନ୍ନାଇ)ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ । ଉକ୍ତ ବ୍ୟକ୍ତିଙ୍କ ଟ୍ରଲି ବ୍ୟାଗର ଜିପ୍ ଲାଇନ୍ ପକେଟରୁ ୭ କେଜିରୁ ଉର୍ଦ୍ଧ୍ୱ
Read More...

ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ

ପୁରୀ : ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଅଳିଆ ଗଦା ହୁତୁହୁତୁ ହୋଇ
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

ଖଜୁରିପଡା/ଫୁଲବାଣୀ : ସଦର ଥାନା ଅନ୍ତର୍ଗତ ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତାହତମାନେ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତ ସମାପାଯୁ ଗ୍ରାମର ରୋହିତ କହଁର ଏବଂ ସାଇବନ
Read More...

ଅଗ୍ନିକାଣ୍ଡ ଘଟି ୪ଟି ଘର ଜଳିପୋଡି ଛାରଖାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ନିକାଣ୍ଡ ଘଟି ୪ଟି ଘର ଜଳିପୋଡି ଛାରଖାର ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚାମୁଣ୍ଡା ଗ୍ରାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଅଗ୍ନିକାଣ୍ଡ ଘଟି ଛାମୁଣ୍ଡା ଗ୍ରାମର ବୁଲୁ
Read More...