Yearly Archives

2022

ବଉଳା କୁମ୍ଭୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରୁ ଏକ ୮ ଫୁଟ ଲମ୍ବା ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରେ ଆଜି ଏକ…
Read More...

୪ ଫୁଟିଆ ସାପକୁ ଉଦ୍ଧାର କଲେ ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୪ ଫୁଟିଆ ନାଗ ସାପକୁ ସ୍ନେକ୍‌ ହେଲ୍ପ ଲାଇନ୍‌ କର୍ତ୍ତୃପକ୍ଷ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଡେଲାଙ୍ଗର ଦାଶରଥୀ ମହାପାତ୍ର ଏକ ପୂଜା ସାମଗ୍ରୀ ଦୋକାନ କରିଛନ୍ତି । ତାଙ୍କ ଦୋକାନରେ…
Read More...

ହାତରେ ବାଣ ଫୁଟି ୨ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ପଣ୍ଡାଶୁଣି ଗ୍ରାମରେ ସେବା ସମବାୟ ସମିତି ନିର୍ବାଚନ ବିଜୟ ଶୋଭାଯାତ୍ରା ବେଳେ ହାତରେ ବାଣ ଫୁଟି ଗୁରୁତର ହେଲେ ବିଜୟୀ ସମର୍ଥକ । ଗୁରୁତର ଜଣକ ହେଲେ ଶଙ୍କର୍ଷଣ ପଣ୍ଡା । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଗୋପାଳପୁର ସେବା ସମବାୟ ସମିତି ଦ୍ୱିତୀୟ ପର୍ଯ୍ୟାୟ…
Read More...

କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କ ବିରୂପ ବିସର୍ଜନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରୟୋଦଶୀ ତିଥି (୨୫ ତାରିଖ)ର ନିଃଶବ୍ଦ ରାତି । ବଡ଼ଦେଉଳର ସମସ୍ତ ଆଲୁଅ ବନ୍ଦ ଥାଏ । ଦିହୁଡ଼ି ଆଲୁଅରେ ୩ଜଣ ଶୁଦ୍ଧ ସୁଆର ମହାପ୍ରଭୁଙ୍କ ବିରୂପ ବିସର୍ଜନ ନିମନ୍ତେ କୋଇଲି ବୈକୁଣ୍ଠ ଯାତ୍ରା କରିଥିଲେ । ଅନବସରର ୧୩ ଦିନର ଶୂନଶାନ୍‌ ରାତିରେ ମହାପ୍ରଭୁଙ୍କ…
Read More...

ତିନି ରଥରେ କଳସ ଓ ଓଲଟ ଶୁଆ ସ୍ଥାପନ : ଜୋରଦାର କାମରେ ଲାଗିଛନ୍ତି ଚିତ୍ରକର, ରୂପକାର ଓ ଦର୍ଜୀ ସେବକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ରଥ ପ୍ରସ୍ତୁତ କରିବାକୁ ଚାଲିଛି ପ୍ରୟାସ । ଏଣୁ ରଥରେ ଦିଆଯାଉଛି ଶେଷ ସ୍ପର୍ଶ । ରବିବାର ରଥରେ କଳସ ଉଠି ଅଁଳା ଓ ଓଲଟଶୁଆ ସ୍ଥାପନ କରାଯାଇଛି । ତିନି ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନ କରାଯାଇଛି । ରଥରେ କନକମୁଣ୍ଡି…
Read More...

ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ, ୪ ମାଫିଆ ଗିରଫ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜାମରାଗୁଡ଼ା ନିକଟରୁ ୬ କ୍ଵିଣ୍ଟାଲ ୪୦ କେ.ଜି ଗଞ୍ଜେଇ ଜବତ କରିବା ସହ ୪ ମାଫିଆ ଗିରଫ । ସୂଚନାନୁଯାୟୀ, ରବିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ସମେତ ମୁନିଗୁଡ଼ା ପୋଲିସର ଏକ ଟିମ୍ ମୁନିଗୁଡ଼ାର ସମସ୍ତ ପ୍ରବେଶ…
Read More...

ନିଶାଦ୍ରବ୍ୟ ଜବତ : ୬ ବେପାରୀ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁଇଟି ପୃଥକ୍‌ ଘଟଣାରେ ରବିବାର ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ୬ ଜଣ ନିଶା ବେପାରୀ । ବିପୁଳ ମାତ୍ରାରେ ଗଞ୍ଜେଇ, ବ୍ରାଉନସୁଗର ସହ ବେପାରୀଙ୍କୁ ସହିଦ ନଗର ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ଶାନ୍ତିପଲ୍ଲୀ ବସ୍ତିରୁ ୪୦ ଗ୍ରାମ ବ୍ରାଉନସୁଗର…
Read More...

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣାରେ ଜଣେ ଗିରଫ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାରୁ ଘଟିଥିବା ଫାଙ୍କା ଗୁଳିଚାଳନା ଘଟଣାରେ ସଂପୃକ୍ତ ଜଣେ ଗିରଫ ହୋଇଥିବାବେଳେ ସେମାନେ ବ୍ୟବହାର କରିଥିବା ୨ଟି ବାଇକ୍‍, ୧ଟି ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋଖା ଓ ଗୋଟିଏ ଛୁରା ଜବତ ହୋଇଛି ।…
Read More...

ଡୁଡୁକା ପେକ୍ସ ନିର୍ବାଚନ ଫଳାଫଳ ଘୋଷିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପେକ୍ସ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ମୋଟ ୧୩ଟି ନିର୍ଦ୍ଦେଶକ ପଦ ମଧ୍ୟରୁ ୪ଟିରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୯ଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରାର୍ଥୀମାନେ ଧର୍ମଗୋଳାରେ ବିଜୟୀ…
Read More...

କଣ୍ଟେଣ୍ଟ କ୍ରିଏସନ ଓ ପୋଷ୍ଟ ପ୍ରଡକ୍ସନ କ୍ଷେତ୍ରରେ ଭାରତ ବୈଶ୍ୱିକ ହବ୍‌ରେ ପରିଣତ ହେବାକୁ ପ୍ରସ୍ତୁତ : ସୂଚନା ଓ…

ଗଣମାଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ୪ଲକ୍ଷ କୋଟି ଟଙ୍କା ଛୁଇଁବଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ…
Read More...