ବୈତରଣୀ ନଦୀପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର
ଆରଡି : ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ଏକ ମଇଁଷିକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ନଦୀପଠାରେ କିଛି ମଇଁଷି ଚରୁଥିବା ବେଳେ ଗୋଟିଏ ମଇଁଷି ନଦୀରେ ପାଣି ପିଇବାକୁ ଯାଇଥିଲା । ସେହି ସମୟରେ ନଦୀରେ ଥିବା ୧୪ଦ୧୫ଫୁଟ ଲମ୍ବର ଏକ କୁମ୍ଭୀର!-->…
Read More...
Read More...