ଭାରତୀୟ ପ୍ରଶିକ୍ଷଣ ଶିବିରରେ ଭରତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଗାମୀ ଏସିଆନ କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ ଖୋ ଖୋ ମହାସଂଘ ଚଳିତ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଛାତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୁନେ, ମହାରାଷ୍ଟ୍ରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ଶିବିରରେ!-->…
Read More...
Read More...