ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ପାଟଣା : ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ଥାନା ବାଘିଆଟାଙ୍ଗିରି ଗ୍ରାମର ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣକ ସେହି ଗ୍ରାମର ତ୍ରିଲୋଚନ ନାଏକ(୬୧) ବୋଲି ଜଣାପଡିଛି । ସୂଚନା ଅନୁସାରେ ତ୍ରିଲୋଚନ ଶନିବାର!-->…
Read More...
Read More...