ଜାତିପ୍ରଥାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥିବା ଜଣେ ସନ୍ୟାସୀଙ୍କ ଶବ ସତ୍କାର କଲା ‘ସଂକଳ୍ପ’…
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ୍ କଟାବାହାଲ୍ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର (ନୂଆଁ ଗାଁ)ରେ ଜଣେ ବୃଦ୍ଧ ସନ୍ନ୍ୟାସୀ ରହୁଥିଲେ । ଆଜି ମଙ୍ଗଳବାର ଦିନ ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ସଂପର୍କୀୟମାନେ କେହି ନ ଥିଲେ ।!-->…
Read More...
Read More...