Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ଜିଲ୍ଲାରେ ୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୭୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୬୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୧ ଜଣ…
Read More...

ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିଦାନନ୍ଦ ଆଶ୍ରମଠାରେ ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମସାକ୍ଷାତକାର ନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ ଯୋଗଦେଇ କହିଥିଲେ ଯେ' ଗୁରୁ ପୂର୍ଣ୍ଣିମା…
Read More...

ବଡମାଳର ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘର ନୂତନ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୋଲାବାରୁଦ କାରଖାନା, ବଡମାଳଠାରେ କାର୍ଯ୍ୟରତ ମଜଦୁରମାନଙ୍କ ପକ୍ଷରୁ ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଲାବାରୁଦ କାରଖାନାର ସମସ୍ତ ଭାରତୀୟ ପତିରକ୍ଷା ମଜଦୁର ସଂଘର ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କ ସଂଘର…
Read More...

ରାଜ୍ୟସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ : ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ସେବାଶ୍ରମ ଓ କନ୍ୟାଶ୍ରମ ସ୍କୁଲ ଗୁଡିକରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ନିଜ ସାଂସଦ ପାଣ୍ଠି ଯୋଗାଇଦେବାକୁ ପ୍ରତିଶୃତୀ ଦେଲେ ଶ୍ରୀ ବିଶି ପାଟଣାଗଡ଼, (ଗୋରେଖନାଥ ବରିହା) : ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ…
Read More...

ଆଇଆରଇ କଲୋନୀସ୍ଥ ରଥଯାତ୍ରା ପରମ୍ପରାରେ ମଧ୍ୟ ଗଜପତିଙ୍କ ଭୂମିକା ନିଆରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଡ଼ଜାତ ଅଞ୍ଚଳ ଭାବେ ଖ୍ୟାତି ଥିବା ଅନେକ ଅଞ୍ଚଳରେ ମଧ୍ୟ ରଥଯାତ୍ରାରେ ଗଜପତିଙ୍କ ଛେରାପହଁରା ଭୂମିକା ବଜାୟ ରହିଆସିଛି । ଦିଅଁଙ୍କ ସେବାରେ ରାଜାଙ୍କର ଏହି ଉତ୍ସର୍ଗୀକୃତ ମହନୀୟ ସେବା ଯାହା ଜଗନ୍ନାଥ ସଂସ୍କୃତିର ପରିଚୟ…
Read More...

ଗାୟତ୍ରୀ ପରିବାର ଦ୍ୱାରା ଗୁରୁପୂର୍ଣ୍ଣିମା ପର୍ବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ପରିବାର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ କାମକ୍ଷାନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ଗୁରୁପୂର୍ଣ୍ଣିମା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁ ଶିଷ୍ୟ ପରମ୍ପରାର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ହେବା…
Read More...

କୃଷକ ଉତ୍ପାଦକ କମ୍ପାନୀମାନଙ୍କର ଏକ ଦିନିକିଆ ବୈଠକ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଜିଲ୍ଲା ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ତଥା ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ କମ୍ପାନୀମାନଙ୍କର ଏକ ଦିନିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା…
Read More...

ଛତ୍ରପୁରର ବିଦ୍ୱାନବ୍ୟକ୍ତି ବି.ସୀତାରାମ ମୂର୍ତ୍ତିଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଯୋଗାଣ ବିଭାଗ ଅଧୀନରେ ନିଯୁକ୍ତ ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ତଥା ଛତ୍ରପୁର କୋର୍ଟଷ୍ଟେସନ ସାହି ବାସିନ୍ଦା ବି.ସୀତାରାମ ମୂର୍ତ୍ତି (୭୨)ଙ୍କ ବୁଧବାର ପ୍ରତ୍ୟୁଷରେ ପ୍ରାୟ ୫ଘଣ୍ଟା୧୫ମି.ରେ ପରଲୋକ ହୋଇଯାଇଛି । ସେ ବାଙ୍ଗାଲୋର ସ୍ଥିତ…
Read More...

ଟଙ୍କା ଲୋଭରେ ନିଜ ଝିଅକୁ ତିରପୁର ଅଞ୍ଚଳରେ ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା ଥାନା ମଣ୍ଡଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବାପା ନିଜ ଝିଅକୁ ଟଙ୍କା ପାଇଁ ତିରପୁର ଅଞ୍ଚଳର ୨ ଜଣ ଦଲାଲଙ୍କଠାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବେଲପଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ…
Read More...

ଶ୍ରୀ ଶ୍ରୀ ରଘୁନାଥ ରାମ ନାଟ୍ୟ କଳା ପରିଷଦର ଗୁରୁ ପୂଜନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘନିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥ ରାମ ନାଟ୍ୟ କଳା ପରିଷଦ ଘନିପୁର, ଘୋରଡିଆ, ଡେଲାଙ୍ଗ, ପୁରୀ ଆନୁକୂଲ୍ୟରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବ୍ୟାସ ପୂର୍ଣ୍ଣିମା ଉପଲକ୍ଷେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁରୁ ପୂର୍ଣ୍ଣିମା…
Read More...