Yearly Archives

2022

ପାଟଣାଗଡ଼ ବ୍ଲକ ନିକଟସ୍ଥ ବଙ୍ଗଳା ପରିସରଠାରେ ଏଲଆଇସି କ୍ରିକେଟ କ୍ଲବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳେ ଏଲ୍‌ଆଇସି କ୍ରିକେଟ କ୍ଲବ ଅନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ନିକଟସ୍ଥ ବଙ୍ଗଳା ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ପାଟଣାଗଡ଼ ଏନ୍‌ଏସି ଏହି ବଙ୍ଗଳା ପରିସର ଅନେକ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା…
Read More...

ସରଗାଡରେ କରୋନା ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡ ଗାଁରେ ଜଗନ୍ନାଥ ଯୁବ ପରିଷଦ ଆନୁକୂଲ୍ୟରେ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେବତୀ ସୁନା ମୁଖ୍ୟ ଅତିଥି, ଲିଲିମା ରଣା, କୁମାରୀ ନାଏକ ଓ କୈବର୍ତ୍ତ ପଧାନ ସମ୍ମାନିତ ଅତିଥି…
Read More...

ଡୁଡୁକାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ

ଡୁଡୁକା : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଡୁଡୁକା କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡୁଡୁକାରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ,…
Read More...

କାର୍‌ ସ୍କୁଟି ଧକ୍କା : ୧ ଗୁରୁତର

ସମ୍ବଲପୁର : ଅଇଁଠାପାଲି ଥାନା ଫାଟକ ଓଭରବ୍ରିଜ୍‌ ନିକଟରେ ମଙ୍ଗଳବାର ଦିନ ଏକ କାର୍‌ ଏକ ସ୍କୁଟିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ପୁଲିସ ଇଆର୍‌ଭି ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ବନକଲାଗି ନୀତି ନିମନ୍ତେ ଆଜି ୫ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି(ଶ୍ରୀମୁଖ ସିଂହାର) ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ…
Read More...

ପଞ୍ଚାୟତ ବିଦ୍ୟୁତ ବିଲ୍ ସଂଶୋଧନ ଶିବିର

ପାଟଣା : ପାନୀୟ ଜଳ ପ୍ରକଳ୍ପ ଓ ରାସ୍ତା କଡ଼ ଗ୍ରାମ୍ୟ ଆଲୋକ ବ୍ୟବସ୍ଥା ପାଇଁ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଦ୍ୟୁତ ବିଲ୍‌ରେ ତୃଟି ଥିବା ବେଳେ ଏସବୁର ସଂଶୋଧନ କରିବା ପାଇଁ ପାଟଣା ବ୍ଲକ ସଭାଗୃହରେ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ…
Read More...

୧୦୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ) : ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ୧୦୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା କରାଯିବ । ଏନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ୧୦୦ ପ୍ରତିଶତ…
Read More...

କୋଟିଆ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ଘୋଷଣା କରିଥିଲେ, ଯେଉଁଥିରେ ରାସ୍ତା ନିର୍ମାଣ, ବିଦ୍ୟୁତିକରଣ ଓ ଜୀବିକା କାମ ଚାଲିଛି । ଥାନା, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ…
Read More...

ଘାଇଁ ଘାଇଁ ବଢୁଛି କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଘାଇଁ ଘାଇଁ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭୦୧ ରହିଥିବା…
Read More...

ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ବରୁଣେଇ ପାହାଡ ପାଦଦେଶରେ ୯.୬୮୫ ଏକର ସରକାରୀ ଜମିକୁ ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ବିନା ପ୍ରିମିୟମ୍ କ୍ୟାପିଟାଲାଇଜଡ୍ ଭେଲ୍ୟୁ ଏବଂ ଇନସିଡେଣ୍ଟାଲ୍ ଚାର୍ଜ୍‌ରେ ସଂସ୍କୃତି ମନ୍ତ୍ରାଳୟ,…
Read More...