Yearly Archives

2022

ଟିଟିଲାଗଡ ନଗର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ଘଣ୍ଟାଶୁଣି ମନ୍ଦିର ସଭାଗୃହରେ ଟିଟିଲାଗଡ ନଗର ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି,…
Read More...

ଉଜ୍ୱଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର -୨୦୪୭ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବରଗଡ଼ ଜିଲ୍ଲାରେ "ଉଜ୍ଜଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର -୨୦୪୭" ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧାଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପାଳନର ନୋଡାଲ ଅଧିକାରୀ…
Read More...

ଏମ୍ ରାମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ପଣ୍ଡିତ ମହାସଂଘ ପକ୍ଷରୁ ପଞ୍ଜିକା ଉନ୍ମୋଚିତ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ମାଣିକେଶ୍ଵରୀ ଡୁକୁରୀ ଦେବୀ ପଞ୍ଜିକା ଉନ୍ମୋଚିତ ପାଇଁ ପ୍ରସ୍ତୁତି ବୈଠକ ଏମ୍ ରାମପୁର ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶିବ ପ୍ରସାଦ ସତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।…
Read More...

ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜୟ ତରୁଣ ଯୁବକ ରେଙ୍ଗାଲଜୁରୀ ସଂଘ ପକ୍ଷରୁ ପ୍ରକାଣ୍ଡ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲଜୁରୀଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ରେଙ୍ଗାଲଯୁରୀ ଜୟ ତରୁଣ ଯୁବକ ସଂଘଙ୍କ ମିଳିତ ଆନ୍ୟୁକୂଲ୍ୟରେ ବାଙ୍କୋଡୋ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଶନିବାର ପ୍ରକାଣ୍ଡ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ମହିଳା ସଂଗଠନ ପକ୍ଷରୁ ଗାଁ ସଫେଇ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ପାଣ୍ଡେସରା ଗ୍ରାମର ମହିଳା ସଂଗଠନ ତରଫରୁ ଗାଁ ଦାଣ୍ଡ ଓ ବନ୍ଧରେ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏଥିରେ ସଂଗଠନ ୮୦ ଜଣ ମହିଳା ସକ୍ରିୟ ଅଂଶଗ୍ରହଣ କରି ଗ୍ରାମର ଅଙ୍ଗନବାଡି କେନ୍ଦ୍ରଠାରୁ ଆରମ୍ଭ…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଳପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ସକମା ଗ୍ରା.ପ.ରୁ ୧ ଜଣ, ମିର୍ଦ୍ଧାପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର…
Read More...

ବେନ୍ଦ୍ରା ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫ଟିରେ ରୂପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ପୂର୍ବାହ୍ନ ୯ଘଟିକା ସମୟରେ ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣର ମାଷ୍ଟର ପ୍ଲାନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ୮ଗୋଟିି ସ୍କୁଲ ମଧ୍ୟରେ…
Read More...

ନୂଆପଡାରେ ବାଘ ଆତଙ୍କ : ଗୁହାଳରେ ପଶି ଶିକାର କଲା ବଳଦ, ଚିନ୍ତାରେ ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ପୁଣି ବାଘ ଆତଙ୍କ । ଶୁକ୍ରବାର ରାତିରେ ଗୁହାଳ ଭିତରୁ ଗୋଟିଏ ବଳଦକୁ ଟେକିନେଇ ଖାଇଥିବା ଖବର ସାମନାକୁ ଆସିଛି । ଏପରି ଘଟଣା ଘଟିଛି କୋମନା ରେଞ୍ଜ ଧଉଁରାଭଟା ଗାଁରେ । ସୂଚନା ଅନୁସାରେ, ଗାଁକୁ ଲାଗି ରହିଛି ପାଟି ଡଙ୍ଗର । ଯାହା ସୁନାବେଡା…
Read More...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା‌ ଅଭିଯୋଗ : ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ

ଜଟଣୀ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଜଟଣୀ ଥାନା କୁଶୁମାଟି ଗାଁରୁ ମିଳିଛି ଏହି ମୃତଦେହ । ସୂଚନା ଅନୁସାରେ ମୃତକ ଜଣକ ହେଲେ ଝୁନା ମହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅକୁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ ଥାନାରେ…
Read More...

କାର ସହ ୪ ଛେଳି ଜବତ : ୨ ଗିରଫ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାରୁ ଗତକାଲି ୪ଟି ଛେଳି ଏକ କାର (ଓଡ଼ି -୦୫ ବିସି ୮୬୨୦)ରେ ଚୋରି କରି ନେଉଥିବା ବେଳେ ପୁଲିସ ତାର ପିଛା କରି ଆନନ୍ଦପୁର- ଯାଜପୁର ରୋଡ଼ ରାସ୍ତାର ହସନପୁର ଟୋଲ ଗେଟ ନିକଟରେ ଧରିଥିଲା । ଛେଳି ସହ ପୁଲିସ କାର ଜବତ କରିବା ସହ ଚୋର ଘସିପୁରା ବ୍ଲକ…
Read More...