Yearly Archives

2022

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ୨୦୨୨-୨୩ ବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାରଠାରୁ ସାମ୍ସ ପୋର୍ଟାଲ ଜରିଆରେ ନାମଲେଖା ପାଇଁ ଆବେଦନ କରାଯାଉଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ…
Read More...

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ବଣ୍ଟନ

ଭୁବନେଶ୍ୱର : ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ । ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଏହି ଔଷଧ ବଣ୍ଟାଯିବ । ୧୨ରେ କୌଣସି କାରଣବଶତଃ ଏହି ଔଷଧ ଖାଇ ପାରୁ ନ ଥିବା ପିଲାଙ୍କୁ ୧୯ ତାରିଖରେ ଆଉଥରେ ବଣ୍ଟନ…
Read More...

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କେଉଁଝର ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି କେଉଁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ୨୦୨୩ ମାର୍ଚ୍ଚ…
Read More...

ସାପ କାମୁଡ଼ାରେ ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତସ୍ଥିତ ମନୁନଗର ଗ୍ରାମରେ ଧର୍ମ ପରାୟଣା ମହିଳା ଶ୍ରୀମତୀ ଭବାନୀ ପାଳଙ୍କର ବିଷଧର ସର୍ପ ଦଂଶନରେ ୫୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ନିଜ ବାସଗୃହ ପଛପଟେ ଗୃହକର୍ମ କରୁଥିବା ବେଳେ ଏକ ବଡ଼ ଗୋଖର ସାପ…
Read More...

ରାଧାନଗରଠାରେ ଭାରତୀୟ କିଷାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ବଳରାମ ଜୟନ୍ତୀ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତ ପରିସରରେ ଭାରତୀୟ କିଷାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ କୃଷକମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ବଳରାମଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ସଭାପତି ନବୀନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...

ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ଜଗଦୀପ ଧନଖଡ଼ ଆଜି (୧୧-ଠ୮-୨ଠ୨୨) ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି । ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି…
Read More...

କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଙ୍ଗାଧର ମେହେର ପାର୍କଠାରେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମଧୁମଙ୍ଗଳ ପାଣ୍ଡେ ମୁଖ୍ୟ ଅତିଥି…
Read More...

ଖୁବ ଶୀଘ୍ର ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ- ଧର୍ମେନ୍ଦ୍ର ପ୍ରଧାନ

• ପିଏମ ଆବାସ ଯୋଜନାରେ ସବୁପ୍ରକାର ସହଯୋଗ ଦେବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି• ପିଏମ ଆବାସ ଘରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଓଡ଼ିଶା ସରକାରଙ୍କୁ ପରାମର୍ଶ• ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା,…
Read More...

ସମାଜସେବୀ ମନୋଜଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଚାଁଇପୁର ପଞ୍ଚାୟତ ଅନ୍ତର୍ଗତ ଗଡ଼କାଲୁପଡା ଗ୍ରାମର ଯୁବ ସମାଜସେବୀ ମନୋଜ ବଳିୟାରସିଂହଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଗତକାଲି ତାଙ୍କର ଏକାଦଶାହ ଉତ୍ସବରେ ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗର ସହପାଠୀମାନଙ୍କ ପକ୍ଷରୁ ସ୍ଵର୍ଗତ…
Read More...

ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନ ଦ୍ୱାରା ରକ୍ଷା ବନ୍ଧନ ଉତ୍ସବରେ ସାମିଲ ହେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ରକ୍ଷା ବନ୍ଧନ ଉତ୍ସବ ସାରା ବିଶ୍ୱରେ ଚାଲିଛି । ଏହା କେବଳ ଭାଇ ଓ ଭଉଣୀଙ୍କ ମଧ୍ୟରେ ସୀମିତ ନ ରହି ସବୁ ପ୍ରକାର ସମ୍ପର୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁରକ୍ଷା କବଚ ଉତ୍ସବ ଭାବେ ସବୁଆଡେ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ପ୍ରଜାପିତା ବ୍ରହ୍ମ…
Read More...