ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ରକ୍ତଦାନ ଶିବିର : ୧୦୨ ୟୁନିଟ ରକ୍ତ ସଂଗ୍ରହ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସନ୍ନିକଟ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବାଟାଲିୟନ ପରିସର ସ୍ୱାସ୍ଥ୍ୟକେନ୍ଦ୍ର ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଟାଲିୟନ କର୍ମକର୍ତ୍ତା ଓ କର୍ମଚାରି ମାନେ ସାମିଲହୋଇ ସ୍ବେଛାକୃତ ଭାବେ ୧୦୨ ୟୁନିଟ!-->…
Read More...
Read More...