Yearly Archives

2022

ମୌଳିକ ସୁବିଧାରୁ ବଞ୍ଚିତ ରମାଇଗଡ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନଦଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରମାଇଗଡ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ରମାଇଗଡ ଗାଁରେ କୋଡ଼ିଏରୁ ଅଧିକ ପରିବାର ବସବାସ କରୁଥିଲେ ହେଁ ଯିବା…
Read More...

ସୁନାମୁଖୀ ଜଙ୍ଗଲରେ ଯୁବକଙ୍କ ମୁଣ୍ଡବିହୀନ ଶବ ଜବତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ମ. ରାମପୁର ରାସ୍ତାର ଅଲାତରା ସଂନିକଟ ସୁନାମୁଖୀ ଜଙ୍ଗଲରେ ଏକ ଯୁବକଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ରିପୋର୍ଟ ଲେଖାଯିବା…
Read More...

ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାକେନ୍ଦ୍ର ଛତ୍ରପୁର ସ୍ଥିତ ଶାନ୍ତି ଅନୁଭୂତି କେନ୍ଦ୍ରରେ ଗୁରୁବାର ବିଶ୍ୱ ବନ୍ଧୁତ୍ୱ ଦିବସ ତଥା ରତ୍ନପ୍ରଭା ରାଜ୍ ଯୋଗିନୀ ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ସ୍ମୃତି ଦିବସ ପାଳିତ ହୋଇଯାଇଛି ।…
Read More...

ଗଞ୍ଜାମ ଜିଲ୍ଲାର ନିର୍ମାଣାଧିନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ନିର୍ମାଣାଧିନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ RDOOdisha ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଗସ୍ତରେ ଯାଇ ସିଂ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟଳୟରେ ବିଭିନ୍ନ…
Read More...

ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଧରାପଡ଼ିଲା ଲାଞ୍ଚ କାରବାର : ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଲାଞ୍ଚ କାରବାରରେ ଧରାପଡ଼ିବାରୁ ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି । ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର । ଅସ୍ତ୍ରୋପଚାର ସରି ଛୁଆ ଜନ୍ମ ହେବା ପରେ ଗରିବ ରୋଗୀଙ୍କ ଭାଇଙ୍କ…
Read More...

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ, SDTE_Odisha ପ୍ରମୁଖ ସଚିବ ଗତକାଲି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ପୃଥ୍ୱୀରାଜ ହାଇସ୍କୁଲ ରଚନା ଲିଖନ ଓ ତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ ଆନୁକୂଲ୍ୟରେ ଓ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ସନ୍ତୋଷିନୀ ସେଠୀ ତଥା ସହକର୍ମୀ ବୃନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହାଇସ୍କୁଲର ଛାତ୍ରମାନଙ୍କ ମଧ୍ୟରେ ଗତକାଲି ରଚନା ଲିଖନ ଓ ତର୍କ ପ୍ରତିଯୋଗିତା…
Read More...

ଖୋଲିବ ୧୦,୦୦୦ ନୂଆ ଡାକଘର

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୧୦,୦୦୦ ନୂଆ ଡାକଘର ଖୋଲାଯିବ ବୋଲି ବିଭାଗୀୟ ସଚିବ ଅମନ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି । ବିଭାଗୀୟ ସେବାକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଡାକଘର ଖୋଲିବାକୁ ସରକାର ଯୋଜନା କରୁଥିବା…
Read More...

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସଚେତନତା ଯାତ୍ରା

ପାଟଣା : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଗରିବୀ, ବିଷମତା, ବେରୋଜଗାର, ଶୋଷଣ, ନାରୀ ନିର୍ଯାତନା, ଧାର୍ମିକ କଟ୍ଟରତା, ସାମ୍ପ୍ରଦାୟିକବାଦ, ଫାଶୀବାଦ ଓ ଏକଛତ୍ରବାଦ ଭଳି ଘଟଣା ଶୀର୍ଷ ସ୍ତରରେ ପହଞ୍ଚି ଥିବା ଅଭିଯୋଗ ଆଣିବା ସହ ଓଡ଼ିଶାର ପରୀ, ବେବିନା, ମମତା, ଇତିଶ୍ରୀଠାରୁ…
Read More...