ବାଇକ୍ ଚୋରି କରି ଧରାପଡିଲେ ୪ ଜଣ, ୨ ବାଇକ୍ ଓ ୪ ମୋବାଇଲ ଜବତ
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଉଳି ଗ୍ରାମରୁ ଗତ ୨୩ ତାରିଖରେ ବାଇକ୍ ଓ ମୋବାଇଲ୍ ଚୋରି ହୋଇଥିବା ଘଟଣାରେ ପୋଲିସ ହାତରେ ୪ ଜଣ ଧରାପଡିଛନ୍ତି । ଏଥିସହ ଜଣେ ନାବାଳକ ଅଟକ ରହିଛି । ସୂଚନା ଅନୁସାରେ ଗତ ୨୩ ତାରିଖ ରାତିରେ ଦେଉଳି ଗ୍ରାମର ସାହୁ କଲୋନୀରୁ!-->…
Read More...
Read More...