ଖର୍ସେଲପଡା ଠାରେ ଗଣେଶ ପୂଜା ସମୟରେ ଗୋଷ୍ଠୀ ସଂଘର୍ଷ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଅନ୍ତର୍ଗତ ୱାର୍ଡ ନଂ ୨୧ର ଖର୍ସେଲପଡାରେ ଗଣେଶ ପୂଜା ସମୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଖର୍ସେଲପଡା ଗଣେଜ ପୂଜା ମେଢ ପାଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା!-->…
Read More...
Read More...