ସାବାସ୍ ପୁଲିସ ଅଧିକାରୀ : ଉଜୁଡ଼ା ପରିବାରର ଦୁଇ ଭାଇ ଭଉଣୀଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କଲେ ଇନ୍ସପେକ୍ଟର ସଦାନନ୍ଦ
ବରଗଡ଼, (କେପିଏନ୍ଏସ୍) : ପୁଲିସ୍କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଂକା ଦେଖା ଦେଇଥାଏ । ସମାଜରୁ ଏଭଳି ଚିନ୍ତାକୁ ହଟାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ସୁଦ୍ଧା ପୁଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଏବେ ବି ଫେରି ନଥିବା ମନେହୁଏ ।!-->…
Read More...
Read More...