Yearly Archives

2022

ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ମୁରିବାହାଲ ବ୍ଲକ ସଭାପତି ବୈଧୃତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧର୍ମ ପରାୟଣ ବ୍ୟକ୍ତି ତଥା ବିଶିଷ୍ଟ ପୂଜକ ଶିବଚରଣ ପାଢ଼ୀଙ୍କର ୯୬ ବର୍ଷ ବୟସରେ ୩ ତାରିଖ ସନ୍ଧ୍ୟା ସମୟରେ ପରଲୋକ ହୋଇଯାଇଛି । ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମୂଳ ନିବାସୀ ଶିବଚରଣ ପାଢ଼ୀଙ୍କର ବଲାଙ୍ଗିର ସ୍ଥିତ ରୁଗୁଡ଼ିପଡା…
Read More...

ମହାନବମୀରେ କୁମାରୀ ପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ମୃଣୟୀ ମୂର୍ତ୍ତିଙ୍କ ନିକଟରେ ମହାନବମୀ ପୂଜା ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ କୋଏଲନଗର ସ୍ଥିତ ଡି ବ୍ଲକ ପୂଜା ମଣ୍ଡପଠାରେ କୁମାରୀ ପୂଜାର ଆୟୋଜନ କରାଯାଇଥିଲା । ପୂଜା…
Read More...

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ଗୃପ ତରଫରୁ ଶାରଦୀୟ ପୂଜା ଅବସରରେ ଝିରପାଣି ଜଗନ୍ନାଥ ମନ୍ଦିର ପରିସରରେ ଦାଣ୍ଡିଆନୃତ୍ୟ ଆୟୋଜନ କରାଯାଇଥିଲା । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଭଳି ଅଭିଯୋଗ ଆସିଛି ପଦ୍ମପୁର ବ୍ଲକ ଦହେଗାଁ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡ଼ିହି ଗାଁରୁ । ସୂଚନା ଅନୁସାରେ ବ୍ରାହ୍ମଣଡ଼ିହି ଗାଁର ଗୁରୁବାରୁ ସାହାଣୀ ଦିନ…
Read More...

ଦଶହରା ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ଦଶହରା ଅବସରରେ ବରଗଡ଼ ବ୍ଲକ ଅନ୍ତର୍ଗତ ପୋଡ଼ମୁଣ୍ଡା ଗ୍ରାମରେ ଆଜି ମା' ଭବାନୀ କଲ୍ୟାଣ ସଙ୍ଘ, ପୋଡ଼ମୁଣ୍ଡା ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ "ଆମ ଓଡ଼ିଶା" ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ମୁଖ୍ୟ ଅତିଥି ଭାବରେ…
Read More...

କବି ବିିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳିତ : ଜାତିର ପରିଚୟ ସୃଷ୍ଟି କରିବାକୁ ହେଲେ ପୂଜ୍ୟପୂଜା ନିତାନ୍ତ ଜରୁରୀ ବୋଲି ମତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତପାବନ ଏକାଡେମୀ ସଭାକକ୍ଷରେ ବିଧୁଭୂଷଣ ଗୁରୁଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦ ସଂରକ୍ଷକ ଡା. ଭକ୍ତପ୍ରସାଦ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ…
Read More...

ଖପ୍ରାଖୋଲରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ପରିସରରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ରାଜ୍ୟ ବିଧାନସଭା ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ…
Read More...

ଅହିଂସା ରଥର ଚାଳକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମା ଅଭିଯାନକୁ ସଫଳ ଭାବରେ ସାରା ରାଜ୍ୟରେ ପହଁଚାଇଥିବା ରଥର ଚାଳକମାନଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

୭୮ ବର୍ଷର ପ୍ରକାଶନ ଯାତ୍ରାରେ ‘ଉତ୍କଳ ପ୍ରସଙ୍ଗ’ ତଥା ‘ଓଡ଼ିଶା ରିଭ୍ୟୁ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୮ ବର୍ଷର ପ୍ରକାଶନ ଯାତ୍ରାରେ 'ଉତ୍କଳ ପ୍ରସଙ୍ଗ' ତଥା 'ଓଡ଼ିଶା ରିଭ୍ୟୁ'ର ପାଠକୀୟ ଆଦୃତି ବହୁଗୁଣରେ ବୃଦ୍ଧି ପାଇଛି । ଏହାକୁ ବିଶ୍ଵବ୍ୟାପୀ କରିବାକୁ ୧୯୪୪ ଅପ୍ରେଲରୁ ୨୦୨୨ ଅଗଷ୍ଟ ପର୍ଯ୍ୟନ୍ତ ପ୍ରକାଶିତ ଉଭୟ ପତ୍ରିକାର ଡିଜିଟାଲ ସଂସ୍କରଣକୁ…
Read More...