Yearly Archives

2022

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ ଓ ବଳଦଙ୍କ ଜୀବନ

ଆର.ଉଦୟଗିରି : ବିଜୟା ଦଶମୀରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ । ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ । କୌଣସି କାରଣ ବଶତଃ ବିଦ୍ୟୁତ ତାର ଛିଡି ତଳେ
Read More...

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏହାକୁ ନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ଅକ୍ଟୋବର ୧୪ ଯାଏ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ରେ ପ୍ରାର୍ଥୀପତ୍ର
Read More...

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସି ଲେଖିକା ଆନ୍ନି ଏର୍ନକ୍ସ

ନୂଆଦିଲ୍ଲୀ : ସାହିତ୍ୟ ପାଇଁ ଚଳିତ ବର୍ଷ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ । କୋରେଜ୍‌ ଆଣ୍ଟ କ୍ଲିନିକାଲ୍ ଆକ୍ୟୁଟି ଶୈଳୀର ରଚନା ପାଇଁ ନୋବେଲ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଛି । ଏହି ପୁସ୍ତକରେ ବ୍ୟକ୍ତିଗତ ମତ ରଖି ଓ ବିଭିନ୍ନ ଭାଷା ଓ ବର୍ଗ ଆଧାରରେ ରହିଥିବା
Read More...

ସ୍ଥାୟୀ ନିଯୁକ୍ତି ପାଇବେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପୁରୁଷ, ମହିଳା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନରେ ନିୟୋଜିତ ହୋଇଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପୁରୁଷ, ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ଯେଉଁମାନେ ନିଯୁକ୍ତିର ୬ବର୍ଷ ପୂରଣ କରିଥିବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ବିଭିନ୍ନ ଜିଲ୍ଲାର
Read More...

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

ଲାଠୋର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ମାଲପଡା ଗାଁର ଧରମ ସିଂହ ଧରୁଆଙ୍କ ଶିଶୁପୁତ୍ର ଗୋଲକ ସିଂହ ଧରୁଆ(୭) ନିକଟସ୍ଥ ଅମୃତ ସରୋବର ପୋଖରୀରେ ବୁଡି ପ୍ରାଣ ହରାଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଗୁରୁବାର ଗୋଲକ ନିଜ ଘର ପରିସରରେ ସକାଳ ୧୦ଟା ପର୍ଯ୍ୟନ୍ତ ଖେଳୁଥିଲେ
Read More...

ଭସାଣି ଉତ୍ସବ : ବିଦାୟ ନେଲେ ମା’ ଦୁର୍ଗା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା'ଙ୍କୁ ବିଦାୟ ଦିଆଯାଇଛି । କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା ଦୁର୍ଗା, ଅଲାଣ୍ଡୋ ଦୁର୍ଗା, ବାଲିଆ ଦୁର୍ଗା, ହାଜିପୁର ଦୁର୍ଗା ଓ ବିରିଡ଼ି ହାଟ ଦୁର୍ଗା
Read More...

ଆଜି ବାହୁଡ଼ିବେ ମା’ : ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ

ବ୍ରହ୍ମପୁର : ଦୀର୍ଘ ୧୦ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା' ଦୁର୍ଗାଙ୍କ ଭସାଣି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ । ଚଳିତ ବର୍ଷ ସହରରେ ୪୦ ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଛି । ଶୁକ୍ରବାର ଭସାଣି ଉତ୍ସବ ଥିବା ବେଳେ ବ୍ରହ୍ମପୁର ମହାନଗର
Read More...

ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ
Read More...

ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୯ ଅକ୍ଟୋବର, ୨୦୨୨ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପୂର୍ବାହ୍ନରେ ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏଥିସହିତ ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ
Read More...

ନବନିଯୁକ୍ତ ଆୟୁର୍ବେଦିକ ଚିକିତ୍ସାଧୀକାରୀଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିଯୁକ୍ତ ଆୟୁର୍ବେଦିକ ଚିକିତ୍ସାଧୀକାରୀଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...