Yearly Archives

2022

ବେଲପଡାରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଡ଼ଏଟଏକ୍ସସନର
Read More...

ଆଉ ନାହାନ୍ତି ରାଜା ଜାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ନାହାନ୍ତି ବୋନ୍‌ କ୍ୟାନସରରେ ପୀଡିତ ରାଜା ଜାଲ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦ୍ୱିପହର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା
Read More...

ତୃତୀୟ ଦିବସରେ କଛାରପାଲି ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ୯ମ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ତୃତୀୟ ଦିବସରେ ପହଞ୍ଚିଛି । ଶନିବାର ଦିନ କଳସ ଶୋଭାଯାତ୍ରା ପରେ ରବିବାର ଦିନ ପୂଜାରମ୍ଭ ହୋଇ ପ୍ରତ୍ୟହ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ହୋଇଆସୁଛି । ପ୍ରଥମ ଦିନ
Read More...

ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ବଲାଙ୍ଗିରଙ୍କ ପତ୍ର ଅନୁସାରେ ତୁରେକେଲା କ୍ଳଷ୍ଟରର ସଂଯୋଜକ ବିରଂଚ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ତୁରେକେଲା
Read More...

ସଲଣ୍ଡିଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସଲଣ୍ଡିଆମୁଣ୍ଡାଠାରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହା ଏକାଦଶ ବର୍ଷରେ ପଦାର୍ପଣ କରିଛି । ପ୍ରଥମ ରଜନୀରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂଜକ ଭାବେ ରୁଦ୍ରଦେବ ଦାସ
Read More...

ସରକାରୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସରକାରୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଜାରି କରି ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସିଆର୍‌ପିଏଫ୍‌ ଯବାନମାନେ ବିଦ୍ୟାଳୟର
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପଦ୍ମପୁର ନିବାସୀ ବର୍ଷା ସିଂ । ଏହି ଉଠାଣ କାର୍ଯ୍ୟକ୍ରମରେ ଉମେଶ ନାୟକ, ଦେବାଶିଷ ପଟ୍ଟନାୟକ, ହର୍ଷବଲ୍ଳଭ ଦେବତା, ଶିବାଶିଷ ପଟ୍ଟନାୟକ
Read More...

ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ମୟୂରଭଞ୍ଜ : ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ
Read More...

ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ

ପୁରୀ, (କେପିଏନ୍‌ଏସ୍‌) : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ
Read More...

ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅନୁଷ୍ଠିତ ହେବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟର ସ୍ପଟ୍‌ ନାମଲେଖା
Read More...