ସୁରେଶ ସୃଜନ ସମ୍ମାନ ପାଇବେ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର
ଭୁବନେଶ୍ୱର, (କେପିଏନ୍ଏସ୍) : ସୁସାହିତ୍ୟିକ, ସଂସ୍କୃତି ଗବେଷକ ଦିବଂଗତ ସୁରେଶ ବଳବନ୍ତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ଚଳିତ ବର୍ଷ "ସୁରେଶ ସୃଜନ ସମ୍ମାନ-୨୦୨୨" ସମ୍ମାନରେ ଭୂଷିତ ହେବେ ଓଡ଼ିଶାର!-->…
Read More...
Read More...