Yearly Archives

2022

ଆଜିଠୁ ଆରମ୍ଭ ହେବ ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ : ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠୁ ଆରମ୍ଭ ହେଉଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ । "ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ଗଠନ' ଥୀମ୍‌ରେ ଓଡିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ସପ୍ତାହେ ବ୍ୟାପୀ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଇଁ ସଜବାଜ ହୋଇଛି । ଏଥର
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ସଫେଇ ଅଭିଯାନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ହରଭଙ୍ଗା ଗ୍ରାମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସ ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନଦୀକୁ ସଂଯୋଗ କରୁଥିବା ରାସ୍ତା ଅନାବନା ଗଛ ହୋଇ ସଂକୀର୍ଣ୍ଣ ହୋଇଯାଇଥିଲା । ଆଜି ଗ୍ରାମର ଡୋଳାମଣି ସାହୁଙ୍କ ନେତୃତ୍ୱରେ ଯୁବ ଗୋଷ୍ଠୀ ବାହାରି
Read More...

ବିହାରୀ ସମ୍ପ୍ରଦାୟର ଛଟ୍‌ ପୂଜା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହରରେ ବସବାସ କରୁଥିବା ବିହାରୀ ସମାଜ ତରଫରୁ ରବିବାର ମହାସମାରୋହରେ ଛଟ୍‌ ପୂଜାର ବିଧି ଅନୁଯାୟୀ ପାଳିତ ହୋଇଯାଇଛି । ଟିଟିଲାଗଡ ସହର କୁମୁଡା ପାହାଡସ୍ଥିତ ଦେଓବନ୍ଧରେ ବିହାରୀ ସମ୍ପ୍ରଦାୟର ସମସ୍ତ ପରିବାର ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରିଥିଲେ
Read More...

ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ରୁ ଗଦି ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର କପା ଓ ଗଦି ନଷ୍ଟ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ ନମ୍ବର ୩ରେ ଥିବା ଏକ ଗଦି ଗୋଦାମରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ସହରର ୩ ନମ୍ବର ରୋଡ ସ୍ଥିତ ବଜରଙ୍ଗ ଜୈନଙ୍କ ଗଦି ଗୋଦାମରେ ବିଦ୍ୟୁତ
Read More...

ଭୁଶୁଡି ପଡିଲା ପୋଲ : ଅଳ୍ପକେ ବର୍ତ୍ତିଲେ ୭ ଯାତ୍ରୀ

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳ ରାମପୁର ୪୪ନଂ ରାଜ୍ୟ ରାଜପଥ ଅଟଙ୍ଗଗୁଡା ଭାଗୀରଥି ପାର୍କ ନିକଟରେ ଥିବା ପୋଲ ଭୁଶୁଡି ପଡିଥିବା ଜଣାପଡିଛି । ସେହି ସମୟରେ ରାସ୍ତାରେ ଯାଉଥିବା ଦୁଇଟି କାର୍‌ (ଓଡି୩୩ ୬୮୦୭) ଓ (ଓଡି ୩୩ଟି ୧୦୮୮) ପୋଲ ତଳକୁ ଖସି
Read More...

ରାଜ୍ୟସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ ଉଦ୍‌ଯାପିତ

ଲୋକନୃତ୍ୟ, ଲୋକ ସଙ୍ଗୀତରେ ଝୁମିଲେ ଦର୍ଶକ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ କୁଶୁଲାପୁଂଜାଠାରେ ଗିରି ଗୋବର୍ଦ୍ଧନ ପୂଜା କମିଟି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଚାରିଦିନ ଧରି ଅନୁଷ୍ଠିତ ଏହି
Read More...

ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥ ପରିଭ୍ରମଣ

ସ୍ୱଳ୍ପ ସଞ୍ଚୟ ଯୋଜନାରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ରବିବାର ପାଳିତ
Read More...

ମନର କଥା (୯୪ତମ ଅଧ୍ୟାୟ)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ 'ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦେଶର ଅନେକ ଭାଗରେ ସୂର୍ଯ୍ୟ ଉପାସନାର ମହାନ ପର୍ବ ଛଠ୍ ପାଳିତ ହେଉଛି । ଛଠ୍ ପର୍ବରେ ଅଂଶଗ୍ରହଣ କରିବା ପାଇଁ ଲକ୍ଷ ଲକ୍ଷ
Read More...

ବଲାଙ୍ଗିର ଜିଲ୍ଲାର ୱେବ ଚ୍ୟାନେଲ ସଂଘ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର ୧୪ଟି ବ୍ଲକରୁ ସମସ୍ତ ୱେବ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏକ ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ଉପସ୍ଥିତ ଥିବା
Read More...

ସ୍କୁଲ ପିଲାମାନଙ୍କ ନେତୃତ୍ୱରେ ସ୍ୱଚ୍ଛତା ପାଇଁ ବ୍ୟାପକ ଅଭିଯାନ

ବର୍ଜ୍ୟ ବସ୍ତୁ ପରିଚାଳନା ଅଭିଯାନରେ ୭୫ ଲକ୍ଷ ପିଲା ଯୋଗଦେଲେ ଦିଲ୍ଲୀ, (ପିଆଇବି) : ଏହି ଦୀପାବଳି ଭାରତର ଅନେକ ସହର ପାଇଁ ଭିନ୍ନ ଥିଲା । ଦୀପାବଳି ସାଧାରଣତଃ ଆମର ଚାରି ପାଖରେ ଶୁଣା ଯାଉଥିବା ବାଣର ଶବ୍ଦ ପରିବର୍ତେ ‘ହମେ ଗର୍ବ ହେ’ ସଂଗୀତ ଏବଂ ହରା ଗିଲା ଶୁଖା ନୀଲା ଉଚ୍ଚାରଣ ସହିତ
Read More...