ଦାଦନ ଶ୍ରମିକ ଚାଲାଣ ଉପରେ ସଚେତନତା ସଭା
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାର ଉପାନ୍ତ ମାଓ ପ୍ରବଣ ଅଂଚଳ ଢୋଲମାନ୍ଦଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ଏକ ସଚେତନତା ଶିବିର ସୋମବାର ଦିନ ହୋଇଯାଇଛି । ତୁରେକେଲା ଥାନା ଆମ ପୋଲିସ ସମିତି ଓ ଏଡ-ଏଟ-ଏକ୍ସନ ସ୍ୱେଛାସେବୀ!-->…
Read More...
Read More...