Yearly Archives

2022

ରାଜ୍ୟସଭା ସାଂସଦଙ୍କ ଲେଡି ଲାୟନ ଅନୁଷ୍ଠାନ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସଭା ସାଂସଦ ତଥା ପାର୍ଲାମେଣ୍ଟାରୀ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଦସ୍ୟା ମମତା ମାହାତୋଙ୍କ ରାଉରକେଲା ଗସ୍ତ ଅବସରରେ ଝିରପାଣି ସ୍ଥିତ ସାମାଜିକ ଅନୁଷ୍ଠାନ ଲେଡି ଲାୟନ ଅନୁଷ୍ଠାନକୁ ପରିଦର୍ଶନରେ ଯାଇଥିଲେ । ଅତିଥି ଶ୍ରୀମତୀ ମାହାତୋ ଅନୁଷ୍ଠାନର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ
Read More...

ଗୁଜୁରାଟର ଜାମ୍ବୁଘୋଡାଠାରେ ପ୍ରାୟ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ…

“ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଏହି ପରିବର୍ତ୍ତନର ଦାୟିତ୍ୱ ଗ୍ରହଣ କଲେ ଏବଂ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ବଢାଇଲେ”“ଗୋଧ୍ରାର ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଏବଂ ନର୍ମଦା ସ୍ଥିତ ର୍ବିସା ମୁଣ୍ଡା ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ପାଇଁ ସର୍ବୋତ୍ତମ ଅନୁଷ୍ଠାନ”“ପ୍ରଥମ ଥର ପାଇଁ ବିକାଶ
Read More...

୭ମ ଭାରତ ଜଳ ସପ୍ତାହର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଠାରେ ଗତକାଲି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ସପ୍ତମ ଭାରତ ଜଳ ସପ୍ତାହର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଜଳ ବିନା ଜୀବନକୁ କଳ୍ପନା କରିବା ଅସମ୍ଭବ । ଭାରତୀୟ ସଭ୍ୟତାରେ ଜଳ କେବଳ
Read More...

ମୋରବୀ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

● ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତଙ୍କୁ ସହାୟତା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ଅଧିକାରୀ● ପ୍ରଶାସନ ପ୍ରଭାବିତ ପରିବାରଙ୍କ ସହ ସମ୍ପର୍କରେ ରହିବା ସହିତ ଯଥାସମ୍ଭବ ସହାୟତା ସୁନିଶ୍ଚିତ କରିବା ଉଚିତ୍ : ପ୍ରଧାନମନ୍ତ୍ରୀ● ଏହି ଅଘଟଣ ସହ ଜଡ଼ିତ ସବୁ ଦିଗକୁ ଉଜାଗର କରିବା ଲାଗି
Read More...

ଅଲିଭ ରିଡିଲେ ଏନ୍ତୁଡ଼ି ଶାଳ ଓ ସୁରକ୍ଷା ଅଭିଯାନ ଆରମ୍ଭ ହେଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ପାଳିବାନ୍ଧ ପଂଚାୟତ ଋଷିକୁଲ୍ୟା ମୁହାଣରେ ପ୍ରତି ବର୍ଷ ପରି ଏହି ବର୍ଷ ନଭେମ୍ବର ୧ ତାରିଖ ଠାରୁ ଅଲିଭ ରିଡିଲେ ଏନ୍ତୁଡ଼ି ଶାଳ ଓ ତାହାର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ବ୍ରହ୍ମପୁର ଡିଏଫଓ ଅମ୍ଲାନ କୁମାର ନାୟକ ଗଞ୍ଜାମ ପାଳିବନ୍ଧ
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ହେବାକୁ ଥିବା ୩୬ତମ ଧନୁଯାତ୍ରା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନବ୍ୟାପି ଧନୁଯାତ୍ରା ହେବ । ଯାତ୍ରାକୁ କିଭଳି ସୁଚାରୁ ରୂପେ ସଂପାଦନ
Read More...

ଯାଦବ ସମାଜ ଆନୁକୂଲ୍ୟରେ ଗୋପାଷ୍ଟମୀ ଅନୁଷ୍ଠିତ

ଗୋ ସୁରକ୍ଷାରେ ବ୍ରତି ହୁଅନ୍ତୁ ଯାଦବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ଗୋପାଷ୍ଟମୀ ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଗୋପାଷ୍ଟମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବିଧି ଅନୁସାରେ ସକାଳୁ ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଦୂତି ବାହନ ଚନ୍ଦନ ଗୋମାତାଙ୍କ ପୂଜା କରି ମହା
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଧର୍ମ ପରାୟଣା ମହିଳା ରମ୍ଭା ସାହୁଙ୍କ ଗତକାଲି ଚିକିତ୍ସିତ ଅବସ୍ଥାରେ ବୁର୍ଲା ବଡମେଡିକାଲ ଠାରେ ରାତି ୧୦.୩୦ ମିନିଟ୍‌ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ, ଦୁଇ ପୁଅ, ଦୁଇ ବହୁଙ୍କ ସମେତ
Read More...

‘ବଲାଙ୍ଗିର ଦିନ୍‌’ ପାଳନ ସମ୍ପର୍କରେ ମତ ଦେଲେ ନାରୀ ଶକ୍ତି ଫାଉଣ୍ଡେସନର ସାଧାରଣ ସମ୍ପାଦିକା ନୂତନ ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ବଲାଙ୍ଗିର ଦିନ୍‌’ ପାଳନ ଚାଲିଥିବା ବେଳେ ‘ବଲାଙ୍ଗିର ଦିନ୍‌’ ପାଳନ ସମ୍ପର୍କରେ ମତ ଦେଇଛନ୍ତି ନାରୀ ଶକ୍ତି ଫାଉଣ୍ଡେସନର ସାଧାରଣ ସମ୍ପାଦିକା ନୂତନ ଦାସ । ବଲାଙ୍ଗିରର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ମହାନତାକୁ ନେଇ ଗର୍ବ ଅନୁଭବ କରୁଥିବା ନୂତନ
Read More...