Daily Archives

ଜାଭିୟର ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ପରିଦର୍ଶନ କଲେ ବିଜୁ ପଟ୍ଟନାୟକ ପାର୍କ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ସତ୍ୟନଗର ସ୍ଥିତ ଜାଭିୟର ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଜୁ ପଟ୍ଟନାୟକ ପାର୍କର ପରିଦର୍ଶନରେ ଆସିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଖୁବ୍‌ ଆନନ୍ଦିତ ହେଉଥିବା ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ
Read More...

ଫଟାବାହାଲ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଫଟାବାହଲ ଠାରେ ୧ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ବସୁଧା ଯୋଜନା ଅନ୍ତର୍ଗତ ଏହି ପିଇବା ପାଣି ପ୍ରକଳ୍ପ ପାଇଁ ଫଟାବାହାଲ ଓ କଟାପାଲି ଲୋକେ ଅନେକ ଦିନରୁ ବିଧାୟକ
Read More...

ପୁଇଁନ୍ତଲା ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ଭୁବନେଶ୍ୱର ଡାକରାରେ ପୁଇଁନ୍ତଲା ବ୍ଲକ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପୁଇଁନ୍ତଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ବାଦଳ ମିଶ୍ରଙ୍କୁ ପ୍ରଦାନ କରାଯାଇଛି ।
Read More...

ନୂଆଦିଲ୍ଲୀରେ ଆତଙ୍କବାଦକୁ ଅର୍ଥ ଯୋଗାଣ ବିରୁଦ୍ଧରେ ତୃତୀୟ “ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ…

• “ଗୋଟିଏ ଆକ୍ରମଣକୁ ଆମେ ବହୁତ ବୋଲି ବିବେଚନା କରୁ, ଏପରିକି ଗୋଟିଏ ଜୀବନ ଗଲେ ତା’ ମଧ୍ୟ ବହୁତ, ତେଣୁ ଆତଙ୍କବାଦ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ• “ଆତଙ୍କବାଦରେ ଭଲ ମନ୍ଦ କିଛି ନାହିଁ, ଏହା ମାନବତା, ସ୍ୱାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ, ଏହାର କିଛି ସୀମା ସରହଦ
Read More...

ବଲାଙ୍ଗିରର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ଭୁବନେଶ୍ୱର ଡାକରାରେ ପୁଇଁନ୍ତଲା ବ୍ଲକ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପୁଇଁନ୍ତଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ କୁମ୍ଭାରଙ୍କୁ ପ୍ରଦାନ କରାଯାଇଛି ।
Read More...

ଦେଶର ପ୍ରଥମ ଘରୋଇ ବିକ୍ରମ ସବଅରବିଟାଲ ରକେଟ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ

• କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ରାଷ୍ଟ୍ରମନ୍ତ୍ରୀ ପିଏମଓ, ଆଣବିକ ଶକ୍ତି ଓ ମହାକାଶ ଡକ୍ଟର ଜିତେନ୍ଦ୍ର ସିଂ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ବ୍ୟକ୍ତିଗତଭାବେ ଏହି ସ୍ମରଣୀୟ ମୁହୂର୍ତ୍ତର ଅବଲୋକନ କରିବା ସହ ଭାରତୀୟ ମହାକାଶ ଯାତ୍ରାର ଏକ ନୂତନ ଆରମ୍ଭ ଓ ଭାରତୀୟ ଷ୍ଟାର୍ଟଅପ୍ ଆନ୍ଦୋଳନର
Read More...

କନ୍ଧପାଲିପଡା ସ୍ଥିତ ପେପର ବୟେ ଚୁମନ ରାଓଙ୍କ ଘରକୁ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେପର ବୟେ ଚୁମନ ରାଓଙ୍କ ପିଲା ଦିନଠୁ ସଂଘର୍ଷମୟ ଜୀବନ । ପେପର ବାଣ୍ଟି ନିଜର ପରିବାରକୁ ଚଲାଉଥିବା ବେଳେ ତାଙ୍କୁ ନେଇ ଗତ କିଛି ଦିନ ହେବ ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯାହକୁ ନେଇ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କନ୍ଧପାଲିପଡା ସ୍ଥିତ
Read More...

‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ‘ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ…

• ‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ ଲକ୍ଷ୍ୟ ହାସଲ କରିବାକୁ ‘ଗୋଟିଏ ମନ - ଗୋଟିଏ ଆଭିମୁଖ୍ୟ’ ନୀତି ଗ୍ରହଣ କରିବାକୁ ପଡିବ• ଆତଙ୍କବାଦକୁ ସମର୍ଥନ ବ୍ୟବସ୍ଥା ଆତଙ୍କବାଦ ଭଳି ବିଶ୍ୱ ପାଇଁ ବହୁତ ବିପଜ୍ଜନକ, ଆମ ସମସ୍ତଙ୍କୁ ଏକାଠି ହୋଇ ଏହା ଉପରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ• ଆତଙ୍କବାଦ
Read More...

ଠିକାଦାରପଡାକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ. ୪ର ଠିକାଦାରପଡ଼ାକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପରିଦର୍ଶନ ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ପଡ଼ାବାସୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍ଥାନୀୟ
Read More...

ଛତିଶଗଡ ଦେଉନାହିଁ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ଝାଡଖଣ୍ଡ ଦେଉଛି ବୋନସସୂଚନା ଅଧିକାର ଆଇନ ଯୋଗେ ମିଳିଲା ତଥ୍ୟଚାଷୀ ସମସ୍ୟାକୁ ନେଇ ବିଭ୍ରାନ୍ତିକର ପ୍ରଚାରରୁ ନେତାମାନେ କ୍ଷାନ୍ତ ହୁଅନ୍ତୁ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ପ୍ରଦାନ
Read More...