Daily Archives

ଆଜି ହେଉଛି ବିଜୟା ଦଶମୀ ଓ ରାବଣ ଦହନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ବିଜୟା ଦଶମୀ ଓ ରାବଣ ଦହନ । ଦଶହରା ବା ବିଜୟା ଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ଜୟ, ଅନ୍ଧାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ । ଏହି ଦିନଟି ହିନ୍ଦୁ ଧର୍ମର ପରମ୍ପରାରେ ଖୁବ୍ ମହତ୍ତ୍ଵ ରଖିଛି । ଆଜିର
Read More...

ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି । ସିବିଆଇ ଦ୍ୱାରା ଦେଶର ୧୦୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସାଇବର ଠକେଇ ବିଷୟରେ ହୋଇଛି । ସୂଚନାନୁସାରେ, ୮୭ଟି ସ୍ଥାନରେ ସିବିଆଇ ଟିମ୍‌ ଥିବା ବେଳେ ରାଜ୍ୟ ପୋଲିସର ସମନ୍ୱୟ ରକ୍ଷା କରି ୧୮ଟି ସ୍ଥାନରେ ଚଢ଼ାଉ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୪୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ
Read More...

ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦୀ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହିମାଚଳ ପ୍ରଦେଶ ଗସ୍ତ କରିବେ । ସେଠାରେ ୩୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହ ବିଲାସପୁରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ (ଏଆଇଆଇଏମ୍‌ଏସ୍‌)ର ଉଦ୍‌ଘାଟନ କରିବାର
Read More...

ଆଜି ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କମିଲା ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୦୫ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୨ ପଇସା ହୋଇଛି । ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା
Read More...

୫୦୦ ମିଟର ତଳକୁ ଖସିଲା ବସ୍‌ : ୩୨ ମୃତ

ଡେରାଡୁନ : ଉତ୍ତରାଖଣ୍ଡର କୋଟଦ୍ୱାର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ୫୦୦ ମିଟର ଗଭୀର ଘାଟରେ ଖସିପଡିଛି । ଏଥିରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ଖବରପାଇ ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌
Read More...

ରାଜ୍ୟର ସୂଚନା ପ୍ରଯୁକ୍ତି ମନ୍ତ୍ରୀମାନଙ୍କର ତିନି ଦିବସୀୟ ଡିଜିଟାଲ୍ ଇଣ୍ଡିଆ ସମ୍ମିଳନୀ ସମାପ୍ତ

ଆଗାମୀ ୫୦୦ ଦିନରେ ନୂଆ ୨୫,୦୦୦ ଟାୱାର ଲଗାଇବା ପାଇଁ ୩୬,୦୦୦ କୋଟି ଟଙ୍କା ସ୍ବୀକୃତ୨୦୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପାଇଁ ରାଜ୍ୟକୁ ବିଶେଷ ସମର୍ଥନ ପାଇଁ ସହାୟତା ପ୍ରଦାନ କରାଯାଇଛିସୂଚନା ପ୍ରଯୁକ୍ତି ନିୟମ, ଡାଟା ଗଭର୍ଣ୍ଣାନ୍ସ, ଡିଜିଟାଲ୍ ଇଣ୍ଡିଆ ଭାସିନୀ, ଡିଜିଟାଲ୍ ପେମେଣ୍ଟ,
Read More...

ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଶ୍ରୀଜଗନ୍ନାଥ ସଂସ୍କୃତି, ଭାରତୀୟତା ଓ ହିନ୍ଦୁତ୍ୱକୁ ପ୍ରଭାବଶାଳୀଭାବରେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟ -ଧର୍ମେନ୍ଦ୍ର ପ୍ରଧାନ• ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ ଲୋକାର୍ପିତ• ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ର ଉଦଘାଟନ ସହ
Read More...