Daily Archives

ଗଡୁଛି ମୁଣ୍ଡ, ବୁଲୁଛି ଖଣ୍ଡା ତରୱାଲ, ଲୁଟ୍‌ତରାଜରେ କମ୍ପୁଛି ସହର : ବିଶୃଙ୍ଖଳା ବଳୟରେ ଏବେ ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଡୁଛି ମୁଣ୍ଡ । ବୁଲୁଛି ଖଣ୍ଡା ତରୱାଲ ଓ ନାନାଦି ମାରଣାସ୍ତ୍ର । ଲୁଟ୍‌ତରାଜ ଚୋରି ଡକାୟତିରେ କମ୍ପୁଛି ସହର, ଏବେ ବିଶୃଙ୍ଖଳା ବଳୟରେ ବଲାଙ୍ଗିର ସହର । ପୁଲିସ ପ୍ରଶାସନର ତନାଘନା ଉଦ୍ୟମ ସତ୍ୱେ ଥମୁନି ଅପରାଧ । ଅପରାଧୀଙ୍କ ଚରାଭୂମି ପାଲଟିଛି ସହର ।
Read More...

ଭାରତରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିହାସଲ

ନିରବଚ୍ଛିନ୍ନ ଭାବେ ହ୍ରାସ ଘଟିଚାଲିବା ପରେ ଶିଶୁ ମୃତ୍ୟୁ ହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମୃତ୍ୟୁ ହାର (ୟୁ୫ଏମଆର) ଏବଂ ନବଜାତ ମୃତ୍ୟୁ ହାର (ଏନଏମଆର)ରେ ଆହୁରି ହ୍ରାସ ଘଟିଛିକେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ଏବଂ ସ୍ୱାସ୍ଥ୍ୟ
Read More...

ଭଞ୍ଜବିହାର କ୍ୟାମ୍ପସରେ ବାଘ ବୁଲୁଥିବା ବିଷୟ ଏବେ ବେଶ ଚର୍ଚ୍ଚା ହେଉଛି : ବନ ବିଭାଗ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ଭଞ୍ଜବିହାର କ୍ୟାମ୍ପସରେ କିଛିଦିନ ହେଲା ବାଘ ବୁଲୁଥିବା ବିଷୟ ଏବେ ଚର୍ଚ୍ଚା ହେଉଛି । ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା କୁହାଯାଉଛି । ଏହି ଖବର ମିଳିବା ପରେ ବନ ବିଭାଗ ପେଟ୍ରୋଲିଂ ଆରମ୍ଭ କରିଛି । ଏହା
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ

ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ । ଏହା ଦ୍ୱାରା ସମାଜର ସାମୂହିକ ଉନ୍ନତି ସମ୍ଭବ ହୋଇଥାଏ ବୋଲି ଜାତୀୟ ସେବା କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିପିୟୁଟିର
Read More...

ମନରେଗାର ସଫଳ ରୂପାୟନ ନେଇ ଜିଲ୍ଲାପାଳଙ୍କୁ ଲୋକ ଉନ୍ନତି ସଙ୍ଗଠନ ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋକ ଉନ୍ନତି ସଙ୍ଗଠନ ପକ୍ଷରୁ ମନରେଗା ଆଇନର ସଫଳ ରୂପାୟନ ସମ୍ବନ୍ଧରେ ୧୨ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।‌ ମନରେଗା ଆଇନ ଅନୁଯାୟୀ ୭ରୁ ୧୫ ଦିନ ମଧ୍ୟରେ ମଜୁରି ପ୍ରଦାନ, ସଠିକ ସମୟରେ ମଜୁରୀ ପ୍ରଦାନ ପାଇଁ ବଜେଟରେ
Read More...

ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ଧରାକୋଟ ଅଭିମୁଖେ ଗୋଟିଏ ଅହିଂସା ରଥ, ଅନ୍ୟଟି ବ୍ରହ୍ମପୁର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ଦିବସରେ ଗୋଟିଏ ଅହିଂସା ରଥ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ଧରାକୋଟ ଅଭିମୁଖେ ଯାତ୍ରା କରିଛି ଏବଂ ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମଣ୍ଡଳ କାରାଗାର ଠାରେ ପୂର୍ବାହ୍ନରେ ପହଞ୍ଚିଥିଲା । ସେଠାରେ ବ୍ରହ୍ମପୁର ମେୟର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୨୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ ଜଣ
Read More...

ଆଜି ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି
Read More...

ଗାଡି ସାର୍ଭିସିଂ କରିବାକୁ ଆସି ବିଜାଖମନ ନିକଟସ୍ଥ ବନଦୁର୍ଗା ଢାବା ନିକଟରେ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ ଗାଡି ସାର୍ଭିସିଂ କରିବାକୁ ଆସି ସ୍ଥାନୀୟ ବିଜାଖମନ ନିକଟସ୍ଥ ବନଦୁର୍ଗା ଢାବା ନିକଟରେ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ୨ ଜଣ ବ୍ୟକ୍ତି ହେଲେ ତୁଷୁରା ଅଂଚଳର
Read More...

ବିଜାଖମନ ନିକଟରୁ ପୌର ସଫେଇ କର୍ମଚାରୀ କିନ୍ନର ଅଷ୍ଟମୀ ବକୁଳଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜାଖମନ ସ୍ଥିତ ଡମ୍ପିଂ ୟାର୍ଡ ନିକଟରେ ପୌର ସଫେଇ କର୍ମଚାରୀ କିନ୍ନର ଅଷ୍ଟମୀ ବକୁଳଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ହତ୍ୟାର ଶିକାର ହୋଇଥିବା କିନ୍ନର ଅଷ୍ଟମୀ ବକୁଳ ସହରର
Read More...