om academy

ବିଜାଖମନ ନିକଟରୁ ପୌର ସଫେଇ କର୍ମଚାରୀ କିନ୍ନର ଅଷ୍ଟମୀ ବକୁଳଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜାଖମନ ସ୍ଥିତ ଡମ୍ପିଂ ୟାର୍ଡ ନିକଟରେ ପୌର ସଫେଇ କର୍ମଚାରୀ କିନ୍ନର ଅଷ୍ଟମୀ ବକୁଳଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ହତ୍ୟାର ଶିକାର ହୋଇଥିବା କିନ୍ନର ଅଷ୍ଟମୀ ବକୁଳ ସହରର ଟିକିରାପଡା ଅଂଚଳର ବୋଲି ଜଣାପଡିଛି । ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ଏସ୍‌ଡିପିଓ ତୋଫାନ ବାଗ ନିଜର ପୋଲିସ ଟିମ୍‌ ଧରି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.