Monthly Archives

August 2022

‘ସୁକୁନ’ ଜନ କଲ୍ୟାଣମୂଳକ ଅଭିଯାନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଦାନ୍ୟତା ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳି ଥାଏ । ସରଳ, ନିସ୍ଵ, ଅସହାୟ ଲୋକ ପାଇଁ କ୍ଷୁଦ୍ର ସହାୟତା ମଧ୍ୟ ଆତ୍ମତୃପ୍ତିର କାରଣ ହୋଇଥାଏ । ଏହିପରି ଏକ ଅଭିନବ ଓ ଭିନ୍ନ ପଦକ୍ଷେପ ସ୍ୱରୂପ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ଗ୍ରା.ପ.ରୁ ୧ ଜଣ, ବାରପୁଡୁଗିଆ ଗ୍ରା.ପ.ରୁ ୨ ଜଣ,…
Read More...

ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଲୋକନାଟକରେ ଶୈଳେନ୍ଦ୍ର ଆଚାର୍ଯ୍ୟ, ଲଳିତକଳାରେ ପୃଥ୍ଵୀରାଜ ସିଂଦେଓ ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ମହାବୀର ମହୋତ୍ସବ ଅବସରରେ ସମ୍ମାନିତ ହେବେ ମଦନପୁର ରାମପୁରର ତିନି ପ୍ରତିଭା । ଯୁବ…
Read More...

ବୌଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ କ୍ରାନ୍ତି ଦିବସଠାରୁ ସ୍ୱାଧୀନତାର ଗୌରବ ଯାତ୍ରା ଆରମ୍ଭ ହୋଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ବୌଦ୍ଧ ସହର ସ୍ଥିତ ହାତୀଶାଳ…
Read More...

ସିନାପାଲି ହାଇସ୍କୁଲପଡାଠାରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ହାଇସ୍କୁଲପଡା (ପଲ୍ଲୀଜାଗରଣପଡା, ୱାର୍ଡ ନଂ.୩)ଠାରେ ଏକ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସିନାପାଲିଠାରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।…
Read More...

ବଲାଙ୍ଗିର ସହରର ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମଠାରେ ବୁଷ୍ଟରଡୋଜ ଟୀକାକରଣ ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଅଧୀନସ୍ଥ ୨୧ ନମ୍ବର ୱାର୍ଡ ଚନ୍ଦ୍ରଶେଖର ନଗରଠାରେ ଅବସ୍ଥାପିତ "ସମ୍ପୂର୍ଣ୍ଣା" ମାତୃଛାୟା ବୃଦ୍ଧାଶ୍ରମଠାରେ ଜନସାଧାରଣ ତଥା ଉକ୍ତ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ କ୍ୟାମ୍ପ ତଥା କୋଭିଡ଼-୧୯ ବୁଷ୍ଟରଡୋଜ ଟୀକାକରଣ…
Read More...

୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧୀନତାର ଗୌରବ ଯାତ୍ରା

ନୂଆପଡା, (ନିରାକାର ମେହେର) : ୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ଓ ସିନାପାଲି ବ୍ଲକ କଂଗ୍ରେସ କମିଟି ତରଫରୁ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ କରାଯାଇଛି । ଏହି ପଦଯାତ୍ରା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମଠାରୁ ସିଙ୍ଗଝର ଗ୍ରାମ…
Read More...

ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ଦ୍ଵାରା ବିଶ୍ଵ ଆଦିବାସୀ ଦିବସ ପାଳନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ସ୍ଥାନୀୟ ପ୍ରେସ କ୍ଲବ ଅଫିସ ପରିସରରେ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ଦ୍ଵାରା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । 'ବିଶ୍ଵ ଆଦିବାସୀ ଦିବସ କ'ଣ ପାଇଁ ପାଳନ କରାଯାଏ ଏବଂ ଆଜିର ଯୁଗରେ ଆଦିବାସୀମାନଙ୍କ ଉପରେ ହେଉଥିବା…
Read More...

ଶିକ୍ଷକ ନିଯୁକ୍ତି ଦାବୀରେ ପାଢେଲ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍କୁଲ ଗେଟ୍‌ରେ ତାଲା ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ…

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତିଶୃତି ପରେ ଖୋଲିଲା ତାଲା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମର ସର୍ବ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ଗେଟ୍‌ରେ ତାଳା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ…
Read More...

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ଭୁବନେଶ୍ୱର : ଭୁବନେଶ୍ୱରରେ ବଢ଼ୁଛି ଦିନକୁ ଦିନ ଲୋକସଂଖ୍ୟା । ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଯାହାଫଳରେ ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ…
Read More...