Daily Archives

ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘର ଆନ୍ଦୋଳନ ଜାରି

ଦୋଷୀମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ଦାୟର କରାଯାଉ : ଖଟିଖିଆ ସଂଘ ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିନା ଘର ନିର୍ମାଣ କରି ବ୍ଲକରୁ ଟଙ୍କା ଉଠାଯାଇଥିବା, ଜଳଛାୟା ପ୍ରକଳ୍ପରେ ଛେଳି, ଗାଈ ଓ ଚାଷୀଙ୍କ କ୍ଷେତରେ ଫାର୍ମ ଫଣ୍ଡ ନିର୍ମାଣରେ ବଡ
Read More...

ଆଞ୍ଚଳିକ କୃଷକ ଶ୍ରମିକ ସଂଘ ପକ୍ଷରୁ ବୀମାରାଶି ମିଳିବା ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଆଞ୍ଚଳିକ କୃଷକ ଶ୍ରମିକ ସଂଘ ସଭାପତି ଗୋବର୍ଦ୍ଧନ ଭୂଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀ, ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଅଙ୍ଗ ନଦୀବନ୍ଧ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଉପ ଜିଲ୍ଲାପାଳ
Read More...

ଘର ହିଁ ବିଦ୍ୟାଳୟର ୭ମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ୭ମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉଦ୍ଦେଶ୍ୟ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ କର୍ଲାମାଲ ଗାଁର ଅନତି ଦୂରରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପାଟଣାଗଡ଼ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କର୍ଲାମାଲ ଗାଁର ଗଜାନନ ମଲିକ । ସୂଚନା ଅନୁସାରେ, ଆଜି ସକାଳେ କର୍ଲାମାଲ ଗାଁର ଅନତି ଦୂରରେ
Read More...

ଡକ୍ଟର ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ଆଚିଭର ଆୱାର୍ଡ ସେରେମୋନୀ ଅନୁଷ୍ଠିତ

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ହାପ୍ପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଯାଇଛି "ଡକ୍ଟର ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ଆଚିଭର ଆୱାର୍ଡ ସେରେମୋନୀ" ଏହି ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା (ମାଷ୍ଟର ରାଜ)ଙ୍କ
Read More...

ବରକେରା ଗ୍ରାମ ଜଳବନ୍ଦୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ଚଳିତ ବନ୍ୟାରେ ଜଳବନ୍ଦୀରେ ରହିଅଛି । ଉପରମୁଣ୍ଡରେ ଜଳସ୍ତର କମିଥିବା ବେଳେ ବରକେରା ଗ୍ରାମରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବନ୍ୟାରେ ଗ୍ରାମର ପ୍ରାୟ
Read More...

ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ନୂଆଁଖାଇ ସାମଗ୍ରୀ ଯୋଗାଇଲେ ସମାଜସେବୀ ଗୀତା ମିଶ୍ର

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହେବା ପରେ ସମଗ୍ର ଅଞ୍ଚଳରେ ଏବେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଦୋକାନ ବଜାରମାନଙ୍କରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ସମସ୍ତେ ସେଦିନ ନୂଆଁ ଖାଇବା ସହିତ ନୂଆଁ
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ତାଲିମ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଜାତୀୟ ସେବା ସଂସ୍ଥା ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷ୍ୟତାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କିପରି କରାଯିବ ସେ
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ପାଟଣା : ବିଧାୟକ ପାଣ୍ଠି ଅନୁଦାନରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମିତ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପକୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ସ୍ୱଚ୍ଛ ପାନୀୟ ଓ ଥଣ୍ଡା ପାନୀୟ ଜଳ ପାଇଁ ସ୍ୱତନ୍ତ୍ର ଭାବେ
Read More...

ଛତ୍ରପୁରସ୍ଥ ଚିକଲଖଣ୍ଡି ହାଇସ୍କୁଲ ବନ ମହୋତ୍ସବରେ ବ୍ଲକ ଅଧ୍ୟକ୍ଷା, ପୌର ଅଧ୍ୟକ୍ଷାଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଚିକଲଖଣ୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବି. ଶଙ୍କର ରେଡ୍ଡୀଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...