Daily Archives

ଅପେକ୍ଷାର ଫଳ ମିଠା : କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିୟମିତ ଶିକ୍ଷକର ମାନ୍ୟତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ୨୦୧୫ ମସିହାରେ ନିଯୁକ୍ତି ପାଇଥିବା ୩୬ ଜଣ କନିଷ୍ଠ ଶିକ୍ଷକଙ୍କୁ ବୁଧବାର ଦିନ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି । ଏନେଇ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ ପତ୍ର ପ୍ରଦାନ କରାଯଇଛି । ବିଇଓ କାର୍ଯ୍ୟାଳୟରେ ବିଇଓ
Read More...

ପଦ୍ମପୁର ଉପଖଣ୍ଡରେ ଭଲ ରାସ୍ତା ପାଇଁ ଦୀପାଙ୍କ ଲଢେଇ : ମରାମତି ହେବ ଜମଲାରୁ ତାଲପାଲି ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟେମରୀ ଗ୍ରାମର ଟ୍ୱିଟର ଗାର୍ଲ୍ ଭାବେ ପରିଚିତ ସ୍ୱେଚ୍ଛାସେବୀ ଦୀପା ବାରିକ ନିଜ ଅଞ୍ଚଳର ସମସ୍ୟା ଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଲୋକଙ୍କ ପାଇଁ ହକର ଲଢେଇ ଲଢ଼ି ଆସୁଛନ୍ତି ।
Read More...

ପ୍ରତ୍ୟେକ ରକ୍ଷକ ଜଣେ ଜଣେ ଜୀବନଦାତା ଅଟନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଦେଓଗାଁଠାରେ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ଷକର ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦାସ ପ୍ରଭାସ କୁମାର
Read More...

ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ସହାୟତା କଲେ ସରପଞ୍ଚ 

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପଞ୍ଚାୟତର ଜନୈକ ଗରିବ ମେଧାବୀ ଛାତ୍ର ଗତ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତାଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ତାଙ୍କର ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ନଅଗାଁ-ବି ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପ.ରୁ ୧ ଜଣ, ଭୁତିଆରବାହାଲ ଗ୍ରା.ପ.ରୁ ୧ ଜଣ, ସକମା
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୧ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ଜିଲ୍ଲାସ୍ତରୀୟ ଦୃଷ୍ଟିବାଧିତ ମହିଳାଙ୍କ ଆତ୍ମରକ୍ଷା କୌଶଳ ତାଲିମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ କ୍ରିକେଟ ଏସୋସିଏସନ୍‌ ଫର୍ ଦ ଭିଜୁଏଲି ଇମ୍ପେୟାର୍ଡ୍(କାଭି) ଓଡିଶା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦୃଷ୍ଟିବାଧିତ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ
Read More...

କଂଗ୍ରେସ ପାଇଁ ପୁଣି ବଡ ଝଟ୍‌କା, ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ସମ୍ପର୍କରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୁଁ ଦୁଃଖିତ ଯେ ଦଳର ନିଷ୍ପତ୍ତି ଗ୍ରହଣ ଆଉ ଜନସାଧାରଣ ତଥା ଦେଶର
Read More...

ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଲେ ବ୍ୟବସାୟୀ, ଜାଣିବାକୁ ପାଇଲେ ତାଙ୍କ ଉପରେ ୧୦ କୋଟି ଟଙ୍କା ଋଣ ଅଛି, ଉଡ଼ିଗଲା ହୋସ୍‌

ଡିନ୍ଦୋରୀ : ଋଣ ନେବାକୁ ବ୍ୟାଙ୍କରେ ମଧ୍ୟପ୍ରଦେଶର ଡିନ୍ଦୋରୀର ଜଣେ ବ୍ୟବସାୟୀ ଜଣକ ପହଂଚିବା ବେଳେ ଜାଣିବାକୁ ପାଇଲେ ତାଙ୍କ ଉପରେ ୧୦ କୋଟି ଟଙ୍କା ଋଣ ଅଛି । ସୂଚନା ଅନୁସାରେ ବ୍ୟବସାୟୀ ତରୁଣ କୁମାର ଜୈନ ଋଣ ନେବାକୁ ବ୍ୟାଙ୍କ ଯାଇଥିଲେ । ସେ ତାଙ୍କର ଆବଶ୍ୟକୀୟ ଦଲିଲ୍‌ଗୁଡ଼ିକୁ
Read More...

କମରଲଗା ଲାନ୍ଥନଦୀରୁ ଯୁବତୀଙ୍କ ଭାସୁଥିବା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର : ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଜଣେ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ନଦୀରେ ଭାସୁଥିବା ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାଟି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ
Read More...
error: Content is protected !!