Daily Archives

ଏସ୍‌ୟୁସିଆଇ ପକ୍ଷରୁ କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବହରା ମହାନ ନେତା ଏ ଯୁଗର ମାର୍କବାଦୀ ଦାର୍ଶନିକ ଏସ୍‌ୟୁସିଆଇର ପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଶତବର୍ଷ ଯାଦବ ଭବନ ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ପ୍ରଥମେ କମ୍ରେଡ ଘୋଷଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ
Read More...

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳର ଜରୁରୀ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ସଂଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଜିକାର ବୈଠକରେ ସଂପାଦକ ମଲିଆ ଗଡୁଆ ଆସନ୍ତା ରବିବାର ତା.୨୧.୦୮.୨୦୨୨ ରିଖରେ ହେବାକୁ ଥିବା ସମ୍ବର୍ଦ୍ଧନା ତଥା ସାଧାରଣ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ବାର୍ଷିକ ସାଧାରଣ ସଭା : କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଟିତ ହୋଇଯାଇଛି । ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ପ୍ୟାଲେସଲାଇନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ନିଆରା ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୨୦ର ପ୍ୟାଲେସଲାଇନ ଠାରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ଏକ ନିଆରା ପର୍ବ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୨୦ର ପୂର୍ବତନ କାଉନ୍‌ସିଲର ପିତାମ୍ବର ଖମ୍ବାରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ
Read More...

ଉପରଝରରେ ଗଣେଷ ପୂଜା ଓ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ଶନିବାର ଦିନ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଉପରଝର ଯୁବକ ସଂଘ ଆନୁକୂଲ୍ୟରେ ସଭାପତି ବିକାଶ ବିଶ୍ୱାଳଙ୍କ ସଭାପତିତ୍ୱରେ “ଗଣେଷ ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ-୨୦୨୨” କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ମା’ ସାହାଜୀ ଯୁବକ ସଂଘ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ସାହାଜି ଯୁବକ ସଂଘ ପକ୍ଷରୁ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମା'
Read More...

ଦିନକ ପରେ ସ୍ୱାଧୀନତା ଦିବସ : ପୁରୁଣା ଗଣବେଶ ପିନ୍ଧି ପାଳନ କରିବେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଅଗଷ୍ଟ ମାସ ୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଦୁଇ ହଳ ପୋଷାକ, ଗୋଟିଏ ଜୋତା ଓ ଦୁଇ ହଳ ମୋଜା ପାଇବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଚଳିତ ବର୍ଷ ଅଗଷ୍ଟ ମାସର
Read More...

ପ୍ୟାଲେସଲାଇନର ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଉପୁଡିଲା ବିରାଟକାୟ ବମୁଡ ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପ୍ୟାଲେସଲାଇନର ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଏକ ବିରାଟକାୟ ବମୁଡ ଗଛ ଉପୁଡି ପଡିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଦିକଟସ୍ଥ ଦୋକାନୀ ଏବଂ ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନେ । ପରେ ଖବର ପାଇ ଗଛଟିକୁ ଅଗ୍ନିଶମ ବିଭାଗର
Read More...

ଲାଦେରବାହାଲ ଗାଁର ସଜିତ ପଧାନ ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲାଦେରବାହାଲ ଗାଁର ସଜିତ ପଧାନ ନିଖୋଜ ହୋଇଥିବା ନେଇ ଖବର ମିଳିଛି । ତେବେ ଖବର ଅନୁଯାୟୀ ସଜିତ ଗତ ଦୁଇରୁ ତିନି ଦିନ ହେବ ଘରୁ କୁଆଡେ ଚାଲି ଯାଇ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କିଛି ଖୋଜ୍‌ ଖବର ମିଳୁ ନଥିବା
Read More...

ଚେସ୍‌ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କ କମାଲ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାନସ ଭବନଠାରେ ଚାଲିଥିବା ଚେସ୍‌ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କ କମାଲ ଦେଖାଇ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଚେସ ପ୍ରତିଯୋଗିତାରେ ମୋଟ ୫ଟି ରାଉଣ୍ଡ
Read More...