Daily Archives

ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଅଗ୍ରୱାଲ ମହାସଭା ଓ ବରଗଡ଼ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଜି ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଯାଇଛି । ବରଗଡ଼ ଧର୍ମଶାଳା ଛକରୁ ଏହି ଶୋଭାଯାତ୍ରା ବାହାରି ଥିବା ବେଳେ ଏହା ଗାନ୍ଧୀ ଛକଠାରେ ଶେଷ ହୋଇଥିଲା
Read More...

ଝାରବନ୍ଧ ବ୍ଲକର ପୁଟକିଟାଣ ଗ୍ରାମରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ପୁଟକିଟାଣ ଗ୍ରାମରେ ଆଜି ସାମୁହିକ ଭାବେ ଗ୍ରାମବାସୀମାନେ ସମସ୍ତେ ସାମିଲ ହୋଇ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଦୀର୍ଘ ୪ କି.ମି ଲେମ୍ବୁଢିପା ଗ୍ରାମ ପର୍ଯ୍ୟନ୍ତ
Read More...

ଗୁଦେରପାଲି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରିତୀଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ସପ୍ତମ ବର୍ଷ ପ୍ରତିଷ୍ଠା ଦିବସ ଓ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଅଧ୍ୟାପକ ମୁକେଶ
Read More...

ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ଯୋଗାଇ ଦେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ପଣ୍ଡାମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ଵାସ୍ଥ୍ରବସ୍ଥାରେ ସୁଧାର
Read More...

ବ୍ଲାକ୍‌ମେଲିଂ ବର୍ତ୍ତମାନ ଯୁବ ସମାଜ ପାଇଁ କାଳ ସାଜିଛି, ଯୁବ ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନଙ୍କ ପ୍ରାଣ ନେଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲାକ୍‌ମେଲିଂ ବର୍ତ୍ତମାନ ଯୁବ ସମାଜ ପାଇଁ କାଳ ସାଜିଛି । କେତେବେଳେ ଯୁବକମାନଙ୍କୁ ହନି ଟ୍ରାପ୍‌ରେ ପକାଇ କିଏ ବ୍ଲାକ୍‌ମେଲିଂ କରୁଛି ତ’ ଆଉ କେତେବେଳେ ସମ୍ମାନ ହାନୀ କରିବାର ଭୟ ଦେଖାଇ ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତମାନେ ଯୁବକମାନଙ୍କୁ । ଏଭଳି
Read More...

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ, ବଲାଙ୍ଗିର ଜିଲ୍ଲାର ସାଧାରଣ ପରିଷଦ ବୈଠକ ଗତକାଲି ସାମ୍ବାଦିକ ଭବନ ବୈଠକ ଗୃହରେ ସଭାପତି ପ୍ରବୀର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘ ତରଫରୁ ଥିବା ପ୍ରମୁଖ ଦାବୀ ବିଷୟରେ
Read More...

ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମିଶ୍ରଙ୍କ ଦ୍ୱାରା ତ୍ରିରଙ୍ଗା ପତାକା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି ଓ ସବୁ ଆଡ଼େ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଆହ୍ୱାନ ଦିଆଯାଉଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ୬ ଟି
Read More...

ପିପଲଡାବରରୁ ମଣ୍ଡୋମହୁଲ ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତା ପାଣି କାଦୁଅରେ ପଚ୍‌ପଚ୍‌

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ମଣ୍ଡୋମହୁଲ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ଏବେ ପାଣି କାଦୁଅ ପଚପଚ ହୋଇ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା କେବଳ ଚିନ୍ତାଡୁଙ୍ଗୁରୀ ଏବଂ ପିପଲଡାବରରୁ ମଣ୍ଡୋମହୁଲକୁ ସଂଯୋଗ କରିଥାଏ ତାହା ନୁହେଁ, ଏହି ପିପଲଡାବର
Read More...

ସହର ଭିତରେ ଏମିତି କାଦୁଅ ପଚପଚ ରାସ୍ତା : ବଲାଙ୍ଗିର ସହରର ୧ ନଂ ୱାର୍ଡରେ ଏଭଳି ମରଣଯନ୍ତା ସାଜିଛି ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମେ କୌଣସି ଗାଁ ଗାଉଳିର କଥା କହୁନାହୁଁ, କହୁଛୁ ସହର ଭିତର କଥା । ସହର ଭିତରେ ଏମିତି କାଦୁଅ ପଚପଚ କଚା ରାସ୍ତା ଯେଉଁ ରାସ୍ତା ଉପରେ ନିର୍ଭର କରୁଛନ୍ତି ଶହ ଶହ ଲୋକ । ବଲାଙ୍ଗିର ସହର ୱାର୍ଡ ନଂ ୧ ଶାନ୍ତିପଡାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
Read More...

ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଅଭ୍ୟାସ ପରେଡ୍ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ୨୦୨୨ ସମାରୋହ ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଅଭ୍ୟାସ ପରେଡ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...