pakka
Daily Archives

ବିଜେଡି ଗଠନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଆନନ୍ଦ ମଣ୍ଡପଠାରେ ଆଜି ବିଜୁ ଜନତା ଦଳ ବରଗଡ଼ ଜିଲ୍ଲା ମହିଳା ଶାଖ ପକ୍ଷରୁ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ଶାଖାର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ, ହସ୍ତଶିଳ୍ପ ମନ୍ତ୍ରୀ
Read More...

ଲଗାଣ ବର୍ଷାରେ ଭୁଷୁଡିଲା ଘର : ପଶିଲା ପାଣି, ଭାଙ୍ଗିଲା କାନ୍ଥ

ପାଟଣାଗଡ, (ଗୋରେଖନାଥ ବରିହା) : ଗତ କିଛି ଦିନ ହେବ ପାଟଣାଗଡ ଅଚଂଳରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଜମି ବିଲ, ନାଳ, ନଦୀ, ପୋଖରୀ ଉଛୁଲିବାକୁ ଲାଗିଲାଣି । ପାଟଣାଗଡ ଏନସିଏସି ଅଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ବର୍ଷା ଯୋଗୁଁ ଘରକୁ ପାଣି ପଶିବା ସହ କାନ୍ଥ ଭୁଷୁଡିବାର ଖବର
Read More...

ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ : ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ପଶିଲା ବର୍ଷା ଜଳ, ପୌରାଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ବର୍ଷା ଜଳ ପଶିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ସମୟରେ ପୌରାଧ୍ୟକ୍ଷା ଲିକା ସାହୁ ଅଂଚଳରେ ପହଂଚି ଲୋକଙ୍କ
Read More...

ସୁବଳୟା ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତର ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ସିଏଚ୍‌ ସୁଧାକରଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ
Read More...

ରମ୍ଭାରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ରମ୍ଭାଠାରେ ୭୫ ବର୍ଷ ସ୍ଵାଧୀନ ଭାରତର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ସାରା ଭାରତରେ ଅଗଷ୍ଟ ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭୫ବର୍ଷ ସ୍ଵାଧୀନ ଭାରତ ଅମୃତ ମହୋତ୍ସବ ପାଳନ କରାଯାଉଛି । ସ୍ଥାନୀୟ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ
Read More...

ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ଜାତୀୟ ତ୍ରିରଙ୍ଗା ପତାକା ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ହର ଘର ତ୍ରିରଙ୍ଗା ଆଜାଦୀ କା ଅମୃତ ମହୋତ୍ସବ ୭୫ତମ ସାରା ଦେଶ ପାଳନ କରୁଥିବା ବେଳେ ଖପ୍ରାଖୋଲ ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ୱାଇସିଡିଏ ଅନୁଷ୍ଠାନ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରାଙ୍କ ନେତୃତ୍ୱରେ ରବିବାର ଦିନ ବଡ଼ଗୁର୍ଜିଭଟା ଗାଁରେ ଜାତୀୟ
Read More...

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମହୁରୁଣ୍ଡିଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମ ପରିସରରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁରୁଣ୍ଡି ଗାଁର ଡୋଳାମଣି ଷାଣ୍ଢ, ଅଭିଳାଷ ଭୋଇ, ଛାୟାକାନ୍ତ ଭୋଇ, ରୁପେନ୍ଦ୍ର ମୁଣ୍ଡା, ଜଳନ୍ଦ୍ରର ଲୁହା,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ନଅଗାଁ ‘କ’ ଗ୍ରା.ପ.ରୁ ୧ ଜଣ, ଝରଣୀପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ସାହାଜବାହାଲ ଗ୍ରା.ପ.ରୁ ୧ ଜଣ,
Read More...

ଡାଙ୍ଗବାହାଲରେ ‌୯୦ତମ ଝୁଲଣ ଯାତ୍ରା ଉଦ୍‌ଯାପିତ

ଗାଇସିଲେଟ, (ପୁସ୍ତମ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗାଁରେ ୯୦ତମ ଝୁଲଣ ଯାତ୍ରା ତା:୧୦.୮.୨୦୨୨ରୁ ୧୨.୮.୨୦୨୨ ତିନିଦିନ ଧରି ମହାସମାରୋହରେ ପ୍ରଭୁ ରଧାକୃଷ୍ଣଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରତାପ କୁମାର ସାହୁ ଓ ରିତା ସାହୁ ପୂଜା
Read More...

ଘୁନଘୁଟିପାଲିରେ ଝୁଲଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଘୁନଘୁଟିପାଲି ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିକଟ ଦେଉଳଗାଁରୁ ରାଧାକୃଷ୍ଣଙ୍କ ଜୁଗଳ ମୁର୍ତ୍ତିକୁ ଝୁଲାଇ ଝୁଲାଇ କୀର୍ତ୍ତନ କରି ଘୁନଘୁଟିପାଲି
Read More...