pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ନଅଗାଁ ‘କ’ ଗ୍ରା.ପ.ରୁ ୧ ଜଣ, ଝରଣୀପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ସାହାଜବାହାଲ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୦ରୁ ୧ ଜଣ, ଦେଓଗାଁ ବ୍ଲକ ଡୁମେରପିଟା ଗ୍ରା.ପ.ରୁ ୧ ଜଣ, ଉଡାର ଗ୍ରା.ପ.ରୁ ୧ ଜଣ, ଜରାସିଂହା ଗ୍ରା.ପ.ରୁ ୧ ଜଣ, ଲଣ୍ଡାପଥର ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ବ୍ଲକ ଗୁଡଭେଲା ଗ୍ରା.ପ.ରୁ ୨ ଜଣ, ଲୋଇସିଂହା ବ୍ଲକ କୁଟେନପାଲି ଗ୍ରା.ପ.ରୁ ୧ ଜଣ, ବୁର୍ଡା ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲକ ଲରମ୍ଭା ଗ୍ରା.ପ.ରୁ ୧ ଜଣ, ପୁଇଁନ୍ତଲା ବ୍ଲକ ଦୁର୍ଗାପାଲି ଗ୍ରା.ପ.ରୁ ୧ ଜଣ, ପୁଇଁନ୍ତଲା ଗ୍ରା.ପ.ରୁ ୧ ଜଣ, ସଇଁତଲା ବ୍ଲକ ସଇଁତଲା ଗ୍ରା.ପ.ରୁ ୧ ଜଣ, କଁସର ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ ନରେନ ଗ୍ରା.ପ.ରୁ ୧ ଜଣ, ଗୋଡାର ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୪ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

seventeen + 1 =