Daily Archives

ଲଛିପୁର ନିକଟରୁ ମିଳିଲା ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ଶବ : ଏ ମୃତ୍ୟୁର ରହସ୍ୟ କ’ଣ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିବାସୀ କେଶବ ମିଶ୍ରଙ୍କ ପୁଅ ତଥା ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଗତ ୧୦ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ସେହିଦିନ ତାଙ୍କ ବାଇକ ଓ ହେଲମେଟ
Read More...

ଟ୍ୱିଟର ଗାର୍ଲ ଦୀପାଙ୍କଟ୍ଵିଟ ପରେ ମରାମତି ହେବ ବୈତାଳିରୁ ଅଡାପାଣି ରାସ୍ତା : ଉପକୃତ ହେବେ ଅନେକ ପର୍ଯ୍ୟଟକ ତଥା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲାରୁ ଶକ୍ତିଲେର ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ମରଣଜନ୍ତା ପଲଟିଥିବା ବେଳେ ପାଇକମାଲ ଅଞ୍ଚଳର ଟ୍ଵିଟର ଗାର୍ଲ ଭାବେ ଜଣାଶୁଣା ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଉକ୍ତ ରାସ୍ତା ଅଳ୍ପ ଦିନ ମଧ୍ୟରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ଶିବତଲା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨,
Read More...

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଘରେ ଲଗାଇଲେ ଜାତୀୟ ପତାକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶବ୍ୟାପୀ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କର
Read More...

ଡେଲାଙ୍ଗରେ ଝୁଲଣ ପର୍ବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ମଠ ମନ୍ଦିରରେ ଝୁଲଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ଉତ୍କଳୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଝୁଲଣ ପର୍ବ । ଲୀଳାମୟ ପ୍ରଭୁ କୁଞ୍ଜବିହାରୀ ରାଧାକାନ୍ତ/ରାଧାମୋହନ ରାଇଦାମୋଦର ରାଧା ଗୋବିନ୍ଦ ଝୁଲନ୍ତା
Read More...

ବିଇଡି କଲେଜରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ ଭାରତ ସ୍ୱାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ସହ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହା
Read More...

ଭୂତଳ ପାଇପ୍‌ ଯୋଗେ ଜଳସେଚନ ବ୍ୟବସ୍ଥା ହେବ : ମନ୍ତ୍ରୀ ଟୁକୁନୀ

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧୦୦୭ କୋଟି ଅନୁଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଶନିବାର ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ
Read More...

ନିର୍ବାଚନ ମଣ୍ଡଳୀର ବିକାଶ ଏବଂ ଲୋକଙ୍କ ହକ୍‌ ପାଇଁ ଲଢେଇ ହେବ : ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀର ନିଷ୍ପେସିତ, ଅବହେଳିତ ଲୋକଙ୍କ ସାହା ଭରଷା ହୋଇ ଛିଡା ହେବ ଏଇ ନବଗଠିତ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ, ଏହାର ଆବାହକ ତଥା ଯୁବ ନେତା, ସମାଜସେବୀ ରାଧାମୋହନ ଆଜି ପ୍ରେସ୍‌ ବିବୃତ୍ତିରେ ଘୋଷଣା କରିଛନ୍ତି ।
Read More...

ନିଖୋଜ୍‌ ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ମିଳିଲା ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖୋଜ୍‌ ବରପାଲି ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରୁ ମିଳିଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଅଙ୍ଗ ନଦୀ କୂଳରୁ ଉଦ୍ଧାର କରାଯାଇଛି ଦିବ୍ୟରଂଜନଙ୍କ ମୃତଦେହ । ବରପାଲିରେ ରହୁଥିବା ବଲାଙ୍ଗିର
Read More...

ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସୋନପୁର ସରକାରୀ ପଲିଟେକନିକ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ଦଶମ ପାସ ଛାତ୍ରଛାତ୍ରୀଙ୍କ ନାମ ଲେଖା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ
Read More...